ଡକ୍ଟର୍ ସ୍ନେହଲତା ମହାନ୍ତି

ଡକ୍ଟର୍ ସ୍ନେହଲତା ମହାନ୍ତି

ପେଷାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶାରେ ଜଣେ ସାରସ୍ୱତ ସାଧକ, କବି । କବିତାରେ ଲେଖନୀ ଚାଳନା କରୁଥିଲେ ମଧ୍ୟ ଏକାଧାରରେ ଜଣେ ପ୍ରାବନ୍ଧିକା, ସମାଜକୁ ନେଇ ଲେଖୁଥିବା କବିତାରେ ତାଙ୍କର ସ୍ୱତନ୍ତ୍ର ସ୍ୱାକ୍ଷର । ଅନେକ କବିତା ତାଙ୍କର ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ଅଧୁନା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍ ଡାକ୍ତରଖାନାରେ କାର୍ଯ୍ୟରତ ।

Posts By ଡକ୍ଟର୍ ସ୍ନେହଲତା ମହାନ୍ତି

More Posts
To Top