ଡଃ. ସ୍ନେହଲତା ପଣ୍ଡା

ଡଃ. ସ୍ନେହଲତା ପଣ୍ଡା

ପିଏ. ଡି. ଡି ଲିଟ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର୍ । ବର୍ତ୍ତମାନ ସେହି ବିଶ୍ୱବିଦ୍ୟାଳୟରେ ଏମେରିଟସ୍ ପ୍ରଫେସର୍ । ତାଙ୍କର ଅନେକ ଗବେଷାତ୍ମକ ପ୍ରବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ । ଆନ୍ତର୍ଜାତିକ ସମ୍ପର୍କ, ମହିଳା ତଥା ସ୍ୱାୟତ୍ତ ଶାସନ ବିଷୟରେ ସେ ଦୀର୍ଘ ୩୦ ବର୍ଷ ଧରି ଗବେଷଣାରତ । ଓଡ଼ିଆରେ ତାଙ୍କର ଅନେକ ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଓ କବିତା ପ୍ରକାଶିତ ହୋଇଛି ।

Posts By ଡଃ. ସ୍ନେହଲତା ପଣ୍ଡା

More Posts
To Top