ଶ୍ରୀ ସୁବ୍ରତ ପ୍ରିୟବ୍ରତ ମହାନ୍ତି

ଶ୍ରୀ ସୁବ୍ରତ ପ୍ରିୟବ୍ରତ ମହାନ୍ତି

କଟକ । ସାରସ୍ୱତ ସୃଷ୍ଟି - ନାଟକ-ରାତ୍ରିର ଦିଗ୍‌ବଳୟ, ସାପୁଆ । ଉପନ୍ୟାସ-ସାଗର ଲହରୀ, ୫୦ରୁ ଉର୍ଦ୍ଧ୍ଵ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ । ସମ୍ପାଦିତ ପୁସ୍ତକ- ଅମୃତାଲୋକ, ଜୀବନ ଭାର୍ଗଭୀ, ଚରିତଶାବରୀ, ସପ୍ତଚନ୍ଦ୍ରିକା ଭଳି ୧୨ଖଣ୍ଡି ପୁସ୍ତକ । ଜୀବନୀ- ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ମହାଶ୍ୱେତା ରାୟ, ଝରଣା ଦାସ, ଅଜିତ୍ ଦାସ । ଓଡ଼ିଶାର ପ୍ରଥମ ଅର୍ଜୁନ ବିଜେତା ମିନତୀ ମହାପାତ୍ର ଏବଂ ଆହୁରି ଅନେକ ସୁପ୍ରତିଷ୍ଠିତ ବ୍ୟକ୍ତିଙ୍କର ଜୀବନୀ ।

Posts By ଶ୍ରୀ ସୁବ୍ରତ ପ୍ରିୟବ୍ରତ ମହାନ୍ତି

More Posts
To Top