ସୁଧାଂଶୁ ଶେଖର ପାଣିଗ୍ରାହୀ

ସୁଧାଂଶୁ ଶେଖର ପାଣିଗ୍ରାହୀ

ଗଞ୍ଜାମ ଜିଲ୍ଲା ବଡମାଧପୁର ଗ୍ରାମପଞ୍ଚାୟତ ବାସୀ । ପିତା- ରାଜେନ୍ଦ୍ର ପାଣିଗ୍ରାହୀ, ମାତା-ମାମି ପାଣିଗ୍ରାହୀ, ଜନ୍ମ-୦୧-୦୭-୧୯୯୩, ଶିକ୍ଷ୍ୟାଗତ ଯୋଗ୍ୟତା-ବି.ଟେକ୍ (ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକସ ଇଂଜିନିୟରିଂ ) । ବୃତ୍ତି-ଇଲେକ୍ଟ୍ରିକାଲ ଇଂଜିନିୟର୍ । ରୁଚି-କବିତା ଲିଖନ । ମୋ ଜୀବନର ଆଦର୍ଶ ଓ ଲକ୍ଷ୍ୟ-ଗାନ୍ଧୀ ଓ ଗୋପବନ୍ଧୁଙ୍କ ପରି ମଣିଷ ପରି ମଣିଷଟିଏ ହେବା ।

Posts By ସୁଧାଂଶୁ ଶେଖର ପାଣିଗ୍ରାହୀ

More Posts
To Top