ଇତିହାସ

କୂଳବୃଦ୍ଧ ମଧୁସୂଦନ ଦାସଙ୍କ ପରଲୋକ

Balaram Mohanty'd Odisha History

୧୯୩୪ ମସିହା ଫେବୃଆରୀ ମାସ ୪ ତାରିଖରେ ଉତ୍କଳ ଗୌରବ ମଧୁସୂଦନଙ୍କ ପରଲୋକ ହୋଇ ଯାଇଥିଲା ।

କୂଳବୃଦ୍ଧ ମଧୁସୂଦନ ଦାସଙ୍କ ପରଲୋକ

୧୯୩୪ ମସିହା ଫେବୃଆରୀ ମାସ ୪ ତାରିଖରେ ଉତ୍କଳ ଗୌରବ ମଧୁସୂଦନଙ୍କ ପରଲୋକ ହୋଇ ଯାଇଥିଲା । ସେ ସ୍ୱାଧୀନତା ସଂଗ୍ରାମରେ ସକ୍ରୀୟ ଅଂଶ ଗ୍ରହଣ କରି ନଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ମୂଳନୀତି ଓ ଆଦର୍ଶ ପ୍ରତି ସହାନୁଭୂତିଶୀଳ ଥିଲେ । ଓଡ଼ିଆ ଜାତିର ଜୀବନମରଣ ସମସ୍ୟା ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ସେ ତାଙ୍କର ସମସ୍ତ ଶକ୍ତି ଓ ଅର୍ଥ ବିନିଯୋଗ କରି ଓଡ଼ିଆ ଜାତିର ଚିରସ୍ମରଣୀୟ ହୋଇ ରହିଛନ୍ତି ।

ଲୋକପ୍ରିୟ ଲେଖା

To Top