କବିତା

ଅଭିନୟ

ଦୁଃଖ କରନାହିଁ ଅଭିନୟ କରିବାରେ
ସୁଖ ମିଳିଥାଏ ଦର୍ଶକର ଆନନ୍ଦରେ
ଅନ୍ତରରେ କାନ୍ଦି ବାହାରେ ହସିବା
ଅଟେ କଳାକାର ପରିଚୟ ।

ଅଭିନୟ

ତୁମେ କରୁଅଛ ମୁଁ ବି କରୁଛି
ସଭିଏଁ କରନ୍ତି ଅଭିନୟ
ଜୀବନ ନାଟକେ କିଏ ଜିତୁଅଛି
କିଏ ଲଭେ ଦୁଃଖ ପରାଜୟ ।

ଦୁଃଖ କରନାହିଁ ଅଭିନୟ କରିବାରେ
ସୁଖ ମିଳିଥାଏ ଦର୍ଶକର ଆନନ୍ଦରେ
ଅନ୍ତରରେ କାନ୍ଦି ବାହାରେ ହସିବା
ଅଟେ କଳାକାର ପରିଚୟ ।

ଆମ ଅଭିନୟେ ପାଏ ଯଦି କେହି ସୁଖ
ଅଭିନୟ ଆମ ସଫଳ ଯେ ହୋଇଯିବ
କଳାର କଳଙ୍କ ବରି ନେଇ ଆମେ
ଜୀବନ କରିବା ଗୀତିମୟ ।

ଲୋକପ୍ରିୟ ଲେଖା

To Top