ଯେତେବେଳେ ଛୋଟଥିଲି, ବାପା କହିଥିଲେ
ପୁଅ ତୁମକୁ ମୋର କିଛି କହିବାର ଅଛି
ସେ ମୋତେ ଯାହା କହିଥିଲେ ଭୁଲିବିନି କେବେ
ମୋର ଶେଷ ଦିନ ଯାଏଁ ।
ସେ କହିଥିଲେ, ପୁଅ ତୁମେ ଏକ ଅବିବାହିତ ତରୁଣ
ଆଉ ରୁହ ଏହିପରି
ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ
ଜୀବନର ଶେଷ ଦିନ ଯାଏଁ ।
ସେ କହିଥିଲେ, ପୁଅ ତୁମେ ଏକ ଅବିବାହିତ ତରୁଣ
ଆଉ ରୁହ ଏହିପରି
ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ
ଜୀବନର ଶେଷ ଦିନ ଯାଏଁ ।
ଦିନେ ଥିଲି ମୁଁ ଷୋଡ଼ଷ ତରୁଣ
ପ୍ରେମରେ ପଡିଯାଇଥିଲି
ଏକ ଝିଅ ସହ , ମଧୁର ଯେତେ ହୋଇପାରେ
କିନ୍ତୁ ମୋର ମନେ ପଡିଯାଇଥିଲା ଶେଷ ମୁହୂର୍ତ୍ତରେ
ବାପା ମୋତେ ଯାହା କହି ଯାଇଥିଲେ
ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ
ଜୀବନର ଶେଷ ଦିନ ଯାଏଁ ।