କବିତା

ଦ୍ଵିତୀୟ ବିଚାର

Bibhuprasad Parida's odia poem Dwiteeya Bichaara

ମା
ତୋର କଷ୍ଟ ହୁଏ ଅନୁଭବ
ତଥାପି ତୁଣ୍ଡ ଖୋଲେନି
ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।

ଦ୍ଵିତୀୟ ବିଚାର

ମା
ତୁମ ପାଖେ ନ ଥିଲା କି ଦ୍ଵିତୀୟ ବିଚାର
ଖଣ୍ଡ ଖଣ୍ଡ କରି ନଷ୍ଟ କରିବା ଆଗରୁ
ଶରୀର ର ଅଂଶ ତୋର ।।

ମା
ତୋର କଷ୍ଟ ହୁଏ ଅନୁଭବ
ତଥାପି ତୁଣ୍ଡ ଖୋଲେନି
ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।

ମା
ତୋ କୋଳେ ଖେଳିବାର ଅଜସ୍ର ସ୍ଵପ୍ନ
ସତ୍ୟର ଆଘାତରେ ଖଣ୍ଡବିଖଣ୍ଡିତ
କାଚ ପରି ଭାଙ୍ଗି ଚୂନା ଚୂନା ମନ ।।

ମା
ତୁ ଚାହିଁଲେ ଗଢିହେବ ସୁନ୍ଦର ସଂସାର
କନ୍ୟା କଳିଟି ହସିବ
ଥିଲେ ତୋ ପାଖେ ଦ୍ଵିତୀୟ ବିଚାର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top