କବିତା

କ’ଣ ପାଇଲ ତୁମେ ???

Debendra Dhinda's Odia Poem KANA PAILA TUME???

ଧନ ଥିଲେ ପ୍ରେମ ଯାଏ ଏଠି ମିଳି
ଚରିତ୍ର ଗୁଣକୁ କିଏ ବା ପଚାରେ ସେ ଏଠି ପଙ୍କ ପରି ! !

କ'ଣ ପାଇଲ ତୁମେ ???

ଭାବିଥିଲି ଚନ୍ଦ୍ର ହେଇ ଉଜ୍ଜ୍ୱଳ କରିବି ତୁମ ଜୀବନକୁ
ଜାଣିଗଲି ଆଜି ବାମନ ହୋଇ ବଢ଼ାଉଛି ମୁଁ ହାତ ଚାନ୍ଦକୁ ! !

ଧନ ଥିଲେ ପ୍ରେମ ଯାଏ ଏଠି ମିଳି
ଚରିତ୍ର ଗୁଣକୁ କିଏ ବା ପଚାରେ ସେ ଏଠି ପଙ୍କ ପରି ! !

ଲୋକପ୍ରିୟ ଲେଖା

To Top