କବିତା

ମୋ ଦୁନିଆଁ

ଥରକୁ ଥର ଗୋଟେ କାହାଣୀରୁ ଦ୍ୱିତୀୟରେ
ଟିକେ କମ୍ ବା ବେଶି ସ୍ୱାଧୀନ ହୋଇ
ମୁଁ ଗଢ଼ିଦିଏ ଏକ ପୃଥିବୀ ନିଜ ଭିତରେ
ଏବଂ ତାକୁ ପହୁଞ୍ଚାଏ ବାହାରକୁ

ମୋ ଦୁନିଆଁ

ଏକ ଆଶ୍ରୟରୁ ଦ୍ୱିତୀୟକୁ ଆସି
ହୋଇଯାଏ ମୁଁ ଏକ ବନ୍ଧନରୁ ମୁକ୍ତ
ଏହା ମୋର ମୁକ୍ତି
ଥରକୁ ଥର ଗୋଟେ କାହାଣୀରୁ ଦ୍ୱିତୀୟରେ
ଟିକେ କମ୍ ବା ବେଶି ସ୍ୱାଧୀନ ହୋଇ
ମୁଁ ଗଢ଼ିଦିଏ ଏକ ପୃଥିବୀ ନିଜ ଭିତରେ
ଏବଂ ତାକୁ ପହୁଞ୍ଚାଏ ବାହାରକୁ
ଯେମିତି ତାହା ନଷ୍ଟ ନ ହୁଏ
ପୁନର୍ବାର ଯେବେ ମୁଁ ଆଉ ଥରେ
ବଦଳାଇବି ମୋ ଘର
ମୋର ସେ ଦୁନିଆଁ ହୋଇଥିବ ଆଉ ଟିକେ ବଡ଼ ।

ଲୋକପ୍ରିୟ ଲେଖା

To Top