ଆଜି ହୋଇଛି ପ୍ରତିଶୋଧ ପୂରଣ
ସାକାର ହୋଇଛି ଆଜି ଆମ ସପନ ।
୪୦ ବଦଳେ କଲୁ ୩୦୦ର ଖଣ୍ଡନ
କିପରି ସିଦ୍ଧି ହୋଇବ ପାକିସ୍ତାନରସେ ମନ୍ଦ ଅଭିଯାନ ।
ଆତଙ୍କବାଦୀର ସେ ହିଂସା ବୁଦ୍ଧି ହୋଇନାହିଁ ଆଜି ପୂର୍ଣ୍ଣ
ସବୁପରେ ବି ତ ଭାରତ ଆଜି କରିଲା ନିଜ ଜୟ ଗାନ ।
ଜଗିବସିଥିଲେ ସୀମା ନିକଟରେ ଭାବି କେବେ ହବ ଆକ୍ରମଣ
ସ୍ଥଳରେ ତ ନୁହଁ ବାୟୁ ସେନାରେ ମୋଦି ଜଣାଇଲେ ସହୀଦକୁ ସମ୍ମାନ ।
ଫୁଲୱାମା ଆକ୍ରମଣରେ ମା’ କାନ୍ଦୁଥିଲା ମୋ ପୁଅ ଆଜିନାହିଁ
ବାଲାକୋଟ୍ ଆକ୍ରମଣ ଆଜି ଜଣେଇ ଦେଇଛି ଭାରତ ବି କମ୍ ନୁହଁ ।
ଇଟାର ଜବାବ ଆଜି ଦେଲୁ ପଥରରେ
ନିଆଁ ଜାଳିଦେଲୁ ଇମ୍ରାନ୍ ଖାଁ ମନରେ ।
ଏକୋଇଶ ମିନିଟ୍ରେ ମାରିଲେ ତିନିଶହ ଜଣଙ୍କୁ
ପାକିସ୍ତାନଏବେ ଭରଷା କରିବ କାହାକୁ ।
ଏକହଜାର କିଲୋ ବୋମା ନିକ୍ଷେପରେ ଆତଙ୍କବାଦୀ ନିପାତ
ସର୍ବଶେଷରେ ଏତିକି କହୁଛି ଆଜି ମହାନ୍ ମୋ ଭାରତ ।