ତୁମ ହୃଦୟର କାରାଗାରରେ ବନ୍ଦୀ
ମୁଁ ଏକ କଏଦୀ…….
ଜଣେନୀ ମିଳିବ ମତେ ପାଶୀ ଦଣ୍ଡ
ଯେମିତି ପ୍ରେମରେ ଜୀବନ ଦେବାପାଇଁ
ନା ମିଳିବ ଆଜୀବନ କାରାଦଣ୍ଡ
ବଞ୍ଚିବାକୁ ହେବ ନିସଙ୍ଗ ଏକଲା ହୋଇ ।
ନା ଯିବି ନିର୍ଦୋଷରେ ଖଲାସ ହୋଇ
ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ
ଜଣେନୀ କେବେ ତୁମ ହୃଦୟର
ନ୍ୟାଳୟ ଦେବ ମତେ ନ୍ୟାୟ
ତଥାପି ଅପେକ୍ଷା କରିଛି
ସତେ ଅବା ପ୍ରେମ କଏଦୀ ହୋଇ ।