କବିତା

ସ୍ମୃତି

Madhab Chandra Jena's odia poem Smruti

ମୁଁ ଏକ ଆକ୍ରମଣକାରୀ
ଜିନିଷଟା ପୂରାପୂରୀ ତମର

ସ୍ମୃତି

ତମ ସ୍ମୃତି କୁ ହତ୍ୟା କଲେ
ମୁଁ ଏକ ଆତଂକବାଦୀ
ତୁମ ସ୍ମୃତି କୁ ମନେପକେଇଲେ
ମୁଁ ଏକ ଆକ୍ରମଣକାରୀ
ଜିନିଷଟା ପୂରାପୂରୀ ତମର
ମୋର ସେଥିରେ
ଯାଏ କେତେ ନା ଆସେ କେତେ
ମୁଁ ଖାଲି ସବୁଆଡୁ
ମିଛଟାରେ ଯାହା ବଦନାମ ହୁଏ ।

ଲୋକପ୍ରିୟ ଲେଖା

To Top