ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ...
ତାକୁ ତୁମସହିତ ଯାଇ ଦେଖିବା ଦିନୁଁ ଭୋକଶୋଷ ଆଉ ନାହିଁ ମଦନାଭାଇ ! ଅହରହ ତା ରୂପ ମୋ ଆଖିରେ ନାଚିଉଠୁଛି । କେଡେ ଲୋଭାଣୀଆ ଚେହେରା ସାଙ୍ଗକୁ କଷିବୟସ..ମନରୁ...
ୟା’ପରେ ଆଉ କ'ଣ ରଖିଛ ମୋ ଜୀବନରେ..କି ପ୍ରକାରର ବିଷ, ଯାହାକୁ ଖାଇଲେ ମୁଁ ତତ୍କ୍ଷଣାତ୍ ମରିପାରିବି ତ ? ତାହା ପୂର୍ବପରି ଭେଜାଲ ହୋଇନଥିବ !
ଏମିତି କାହିଁକି ହେଲା? କି ଭୁଲ୍ ରହିଯାଇଥିଲା ତାଙ୍କ ନିଷ୍ପତ୍ତିରେ । ସେ କଣ ମନିଷାକୁ ଚିହ୍ନିବା ଭୁଲ୍ କରିଦେଲେ ନା ସେ ନିଜେ ଭୁଲ୍ମଣିଷଟିଏ ପାଲଟିଗଲେ?
ସେ ଚାହେଁ ସମସ୍ତସୁଖର ପ୍ରାଚୁର୍ଯ୍ୟ । ଟଙ୍କାପଇସାଠାରୁ ଆରମ୍ଭ କରି ସ୍ନେହ ପ୍ରେମ, ଅନ୍ତହୀନ ଆଶା ଆକାଂକ୍ଷା, ସ୍ୱାଧୀନତା.. ସବୁକିଛିର ପ୍ରାଚୁର୍ଯ୍ୟ ! କୌଣସି ଅଭାବସହିତ ସେ ସାଲିସ୍କରି ବଞ୍ଚିବା...
ନିଜେ ସାନବାବୁ ତାକୁ ଡାକୁଛନ୍ତି ବେଳଅବେଳରେ । ସେ ତାଙ୍କ ବରାଦ ମୁତାବକ କୌଣସି ଜିନିଷ ଦେବାକୁ ବାହାରେ ଥାଇ କବାଟରେ ଆଘାତ କଲେ,ସେ କହୁଛନ୍ତି-ତୋତେ କଣ ରୁମଭିତରକୁ ଆସିବାକୁ...
ଖୁବ୍ କଷ୍ଟହେଉଛି ତଣ୍ଟିରେ, ଆଖିରେ, ହୃଦୟରେ..! ସତରେ ଭଲପାଇବା ପାପ ନା ପ୍ରତ୍ୟାଶା ରଖିବା ପାପ? ସେ କଣ ତା ଅଜାଣତରେ ସାନବାବୁଙ୍କଠାରୁ କିଛି ପ୍ରତ୍ୟାଶା କରିଥିଲା ?
ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି...
ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି...
ଆପଣଙ୍କ ମତାମତ