ନିଜସ୍ୱ ସମ୍ବଳ ମାତ୍ର ଦୁଇଶହ ଟଙ୍କା ଓ ସରକାରଙ୍କଠାରୁ କୌଶଳପୂର୍ବକ ହାତେଇଥିବା କୋଡ଼ିଏ କୋଟିର ଋଣ ଦ୍ୱାରା ସେ ୧୯୬୧ରେ ଜୟନ୍ତୀ ସିପିଙ୍ଗ କର୍ପୋରେସନ ନାମକ ଏକ ନୌପରିବହନ କମ୍ପାନୀର...
ନିକ୍ସନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେନ୍ରୀ କିଶିଙ୍ଗର ବିଶ୍ୱସ୍ଥିତି ସମ୍ବନ୍ଧରେ ନିଜ ମତ ଦିଅନ୍ତ- ଭାରତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ତାସକନ୍ଦରେ ଅସମୟ ମୃତ୍ୟୁର କାରଣ କେବେ ବି କାହା ଦ୍ୱାରା...
ଏ ସମୟରେ ସବୁଠାରୁ ତାତ୍ପର୍ଯ୍ୟଯୁକ୍ତ ଅଗ୍ରଗତି ଥିଲା ତାସକନ୍ଦରେ ଶାସ୍ତ୍ରୀଙ୍କ ଭୋଜନଆଦି ପ୍ରସ୍ତୁତ କରିବାକୁ ନିୟୋଜିତ ରୁଷୀୟ ରୋଷେୟା ଅହମଦ ସଟ୍ଟାରୋଭଙ୍କ ଏକ ସମ୍ବାଦପତ୍ରକୁ ଏକ ସାକ୍ଷାତକାର ।
ଆକସ୍ମିକ ନିଧନର ତୁରନ୍ତ ପରେ ମିଃ ଅହମଦ ସାଟ୍ଟାରୋଭ୍ଙ୍କୁ ଭୋର ୪ଟାରେ ବିଷ ପ୍ରୟୋଗ ସନ୍ଦେହରେ ଗିରଫ କରାଯାଇଥିଲା ଓ ଜେଲକୁ ପଠାଇ ଦିଆଯାଇଥିଲା ।
ପିତାମ୍ବର ଦାସ କହିଲେ, ସେ ଋୁଷୀୟ ଭାଷାର ଡାକ୍ତରୀ ରିପୋର୍ଟ ଓ ତା’ର ଇଂରାଜୀ ଅନୁବାଦରେ ସେ କିଛି ଅସଙ୍ଗଗତତା ଲକ୍ଷ୍ୟ କରିଛନ୍ତି ।
ପଟେଲଙ୍କ ମତରେ ଭାରତ ଓ ସୋଭିଏତ ସରକାରଙ୍କ “ଉଚିତ୍ ତଦନ୍ତ ସକାଶେ କୌଣସି ପଦକ୍ଷେପ ନନେବା” ହିଁ ସ୍ପଷ୍ଟ କରୁଛି ଯେ “ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁ ପଛରେ କିଛି ତ...
ଋଷରେ ଭାରତୀୟ ଦୂତାବାସରେ ରୋଷେୟା ଭାବେ କାର୍ଯ୍ୟରତ ମହମ୍ମଦ ଜାନ୍ଙ୍କ ଭୂମିକାକୁ ନେଇ ଟିଏନ ସିଂହ ସଂନ୍ଦେହ ପ୍ରକଟ କଲେ ।
ସେ କହିଥିଲା, ଯଦି ଏହି ପତ୍ର ଅସଲି ହେଇଥାଏ ତେବେ ଏହାର ଏକ ନକଲ ତ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ (ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଉପଲବ୍ଧ ଥିବ ନିଶ୍ଚୟ ।
ସେ କହିଥିଲେ, ସେମାନେ ଯାହା ଉଚିତ୍ ଭାବୁଛନ୍ତି ତାହା ହିଁ କରନ୍ତୁ ।
ବିଦେଶ ମାଟିରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ରାଷ୍ଟ୍ରପ୍ରମୁଖଙ୍କ ମୃତ୍ୟୁବରଣ ଭାରତୀୟ ଇତିହାସର ଏକ ମାତ୍ର ଉଦାହରଣ ହୋଇଥିବାବେଳେ କାହିଁକି କୌଣସି ତଦନ୍ତ କରାଗଲା ନାହିଁ ?
ଆପଣଙ୍କ ମତାମତ