ଗାଁ ନୋକେ ଛୁଟୁଛନ୍ତି ଦକ୍ଷିଣସାହିରୁ ଉତ୍ତରସାହି ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!
ପରିପୂର୍ଣ୍ଣ କରୁଛି ଆମ ସଭିଁଙ୍କୁ ମନଧ୍ୟାନ ଦେଇ ଶୁଣ କିଛି ବି ସ୍ୱାର୍ଥ ନାହିଁ ସେ ହସରେ ସେ ହସ ଆମକୁ ମୋହିତ ନୁହେଁ ମୁକ୍ତ କରୁଛି
ଅନ୍ତର ଭରି ଭଲପାଏ ଯିଏ କରୁଛ ତା' ସାଥେ ଛଳନା ଟିକେ ଛୁଇଁ ଦେଇ ସପନ ଜଗାଇ ଫେରିଯାଅ କରି ବାହାନା ନିରବରେ ଖାଲି ପଡ଼ିରହେ ବେଳା ଦୁଃଖରେ ଭିଜିଯାଇ...
ଅଗଣିତ ସ୍ୱପ୍ନ ଭାରରେ ନଇଁ ପଡୁଥିବା ନିରୀହ ଚାହାଁଣିକୁ ଲାଜର ଓଢ଼ଣି ତଳେ ଢାଙ୍କେ, ଥରଥର ଗୋଲାପି ଓଠ ପାଖୁଡ଼ାର କେଇ ପଦ ମିଠା କଥାରେ ମଳୟ ଲହରି ଖେଳାଏ...
ସମୟ ମୋ ବିତେ କେଉଁ ପରି ଥାଏ ନିହାତି ଅଥୟ ନା ଅଥର୍ବ ପଥର ।
ଲୁହ ନଈ କୂଳେ ଘର କରିଯିଏ ହସର ମଳୟ ଖୋଜୁଥାଏ ଆଖିରେ ନ ଥାଇ ଟିକିଏ ବି ନିଦ ସୁଖ ସପନକୁ ଝୁରି ହୁଏ ବାମନ ହୋଇ ମୁଁ ଜାଣେନା...
ଖୋଜୁଚନ୍ତି ଗଣଦ୍ରୋହୀମାନଙ୍କୁ ହାଣ୍ଡିରେ, ଫାଣ୍ଡିରେ ସରକାର ଅଫିସ ପାଇଖାନା ଆଉ ପାର୍ଲିଆମେଣ୍ଟ୍ ମନ୍ଦିର, ମସ୍ଜିଦ୍ କି ରାଜଧାନୀ ମଇଦାନରେ ।
ନୀଳ ନୀଳ ସେଇ ନିରବତା ଆଖି ସେ ଆଖିରେ କିଛି ଅକୁହା କଥା, ବର୍ଷା ଛିଟା ସାଥେ ମିଶିଗଲା ପରେ ଲାଗୁଥିଲା ସତେ ଭାରି ମିଠା ।।
ସବୁ ରାତି ସପନରେ ଝରୁଥିବା ଅସରନ୍ତି ଜ୍ୟୋତ୍ସ୍ନାର ନାମ, କିଏ ଦେଲା ପ୍ରେମ. . . !
ପଦପଦବୀ ଲୁଟିଲା ହୋହାଲ୍ଲା କଲା. . . ବାସ୍ନାହୀନ ଫୁଲରେ ଆସିଲା ନୂଆବର୍ଷ ଆଉ ଶ୍ରଦ୍ଧାହୀନ ମନ ନେଇ କଲବଲ କଲା. . .
ଆପଣଙ୍କ ମତାମତ