ହସ ବାଣ୍ଟୁଥିଲେ ସରେ ନାହିଁ ହସ ଆକାଶର ତାରା ପରି, ଚେନା ଚେନା ହସ ମନ ମୋହିନିଏ ଆତ୍ମୀୟତା ଯାଏ ଭରି ।।
ହେ ରାମ ହେ ନାଥ. . . ନେଉଛି ମୁଁ ଶେଷ ନିଃଶ୍ୱାସ ଅବଗତ କର ସଂସାରେ ଭାଇ ଭାଇର ମାନ ।।
ପୂଜାର ବାଜଣା ଶୁଭେ ଦୂରେ ମା ଆସୁଛନ୍ତି ବର୍ଷକ ପରେ ଶିଉଳି ସୁଗନ୍ଧ ଆଗମନେ କାଶତଂଡୀ ଫୁଲର ଆବରଣେ
ପାକୁଆ ପାଟିରେ ତା ଦୁନିଆ ବନ୍ଦ ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ କେତେ ଅନୁଭୁତିର ଗପ ଆଉ ପେଡି ପେଡି ଶବ୍ଦ ।
ନିରଧୁମ ଏ ଖରାବେଳ ନଇଁଗଲା ପରେ ବି ଜଗିଛି ମୁଁ ତମ ଧାନବିଲ ଓ ଅନେକ
କିଏ କହେ ପ୍ରେମ କଲେ କାଳେ ସବୁ ଭଲ ଲାଗେ ହୃଦୟରୁ ପ୍ରେମର ଝର ଥରେ ଝରିଚାଲିଲେ ଜୀବ ଜଡ଼ ସବୁ କାଳେ ଝରରେ ଭିଜି ରଙ୍ଗୀନ ହୋଇଉଠନ୍ତି ହୃଦୟଟା...
ମୁଁ ଯଦି କେବେ ମନେ ପଡ଼େ, ତୁମ ଶରୀରକୁ ସ୍ପର୍ଶକରି ବହିଯାଉଥିବା ପବନର ଲହରୀକୁ ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ ମିଳିଯିବି ମୁଁ ତୁମକୁ, ଶୀତଳ ସମିରର ବାସ୍ନାରେ...
ଆମ ଦେଶ ଚାହେଁ ଶାନ୍ତି ଓ ସଂହତି ଜଗତ କଲ୍ୟାଣ ପାଇଁରେ । ଫରଫର ଉଡ଼େ ତ୍ରିରଙ୍ଗା ଆମରି ମା'ର ପଣତ ପରି ।
ଶାଳପତ୍ରର ସବୁଜ ପଣତରେ ଆଦିବାସୀ ଝିଅର ଲୁହ ମୁଁ ଦେଖିଛି ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ...
ମୁଁ ସେହି ଅଧରା ପକ୍ଷୀ ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି ଏବେ ତୋର ଫେରିବାର ପାଳି !
ଆପଣଙ୍କ ମତାମତ