ନାରୀ ମନ ନଦୀ ପରି ସପନରେ ଭରା ତା' ଲାଗି ପ୍ରିୟ ତା'ର ପାହାନ୍ତିଆ ତାରା ଚାହେଁ ସେ ତ ନଦୀ ହୋଇ ଯାଆନ୍ତା ବହି ।
କଲମର ସାଉଁଳା ଭାଷାରେ ଆଖି କାମ ଉଚ୍ଚାଟନ ଖଇ ଫୁଟେ ଦେହ ମନ ଛୁଞ୍ଚିରେ ପାଦ ଥାପି ଖସ ଖସ ଚମ ଯଉବନ ।
ହେତୁ ହେବା ଦିନୁ ଶୁଣି ମୁଁ ଆସିଛି ସେଇ ସ୍ତବକଟି ଜନ୍ମ ଅବା ମୃତୁ୍ୟ କାହା ହାତେ ନୁହେଁ ।
ପ୍ରେମ ପାହାନ୍ତି ସକାଳକୁ ଘେରି ରଖିଥିବା ଶୀତଳ ଶିଶିର ବିନ୍ଦୁ, ବୁନ୍ଦାଟା ସ୍ପର୍ଶରେ ଶିହରଣ ହୁଏ ଉଚ୍ଛୁଳଇ ପ୍ରୀତି ସିନ୍ଧୁ
ଉଠୁ ଉଠୁ କେବେ ଯଦି ଭାଙ୍ଗି ପଡୁଥିବି ଏ ଚିନ୍ତା, ଭୟ ଓ ଆଶଙ୍କା ଗୋଟାପଣେ ରହୁଚି ଆବୋରି ।
ତମକୁ ଦେଖିଲେ ଏତେ ନିଜର ନିଜର ଲାଗ ହେଲେ ବି ଏ ମନକଥା କହିବାକୁ ଲାଗେ ଲାଜ ।।
କ୍ଷେତରୁ କ୍ଷେତ ଆଉ ଗାଆଁ ଠୁ ଗୋହିରୀ ସାଧବବୋହୂର ଧୂଳିଘର ସୋରିଷ କିଆରି ପାଟ, ନଇଁ ଆସେ ତା' ଉପରେ ହଜିଲା ଅତୀତ ।
ମୁଁ ଅସୁମାରୀ ଆଶାର କଳିକା ଫୁଟାଇ ମୋ ଅଗଣାର ଦୁଆର ସଜାଡ଼ି ବସିଛି. . . ହେଲେ. . . ତୁମେ ସ୍ଥିର ହୋଇ ରହିଯାଇଛ. . . ତୁମ...
ଗାଁ ନୋକେ ଛୁଟୁଛନ୍ତି ଦକ୍ଷିଣସାହିରୁ ଉତ୍ତରସାହି ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!
ପରିପୂର୍ଣ୍ଣ କରୁଛି ଆମ ସଭିଁଙ୍କୁ ମନଧ୍ୟାନ ଦେଇ ଶୁଣ କିଛି ବି ସ୍ୱାର୍ଥ ନାହିଁ ସେ ହସରେ ସେ ହସ ଆମକୁ ମୋହିତ ନୁହେଁ ମୁକ୍ତ କରୁଛି
ଆପଣଙ୍କ ମତାମତ