ଏସବୁ ଅପୂର୍ବ ସଂଯୋଗ, ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣି ନିଏ...
ଦୀପ ଲିଭି ଗଲା ପରେ ସେମାନଙ୍କ ଜୀବନକୁ ବିଶ୍ଳେଷଣ କରି କେତେ କଥା ଶିଖି ଜୀବନ ବଞ୍ଚିବାକୁ ପଡିବ-ସେକଥା ଭାବି ଭାବ ବିହ୍ଵଳ ହେଉଥିଲି ମୁଁ....!
ପୋଲିସ: ତମେ ନିୟମ ଭାଙ୍ଗିଛ ଚାଲାଣ କଟିବ, ହଜାରେ ବାହାର କର ।
ସନ୍ଧ୍ୟାରେ ସ୍ଵାମୀ ଘରକୁ ଫେରୁ ଫେରୁ ମନ୍ତବ୍ୟ ଦେଇଥିଲେ, “କଣ କଥା କି ଆଜି ! ମୁହଁ ଟା ଭାରି ଉଜ୍ଜଳ ଦିଶୁଚି, ବହୁତ ସୁନ୍ଦର ଦିଶୁଚ ! ବିଉଟି...
ତାର ଛୁଟି ହେବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରେ । ସେ ଆସିଗଲା ପରେ ଦୁହେଁ କାରରେ ଘର ଅଭିମୁଖେ ବାହାରି ପଡନ୍ତି ।
ଏ କି କଥା ମୁଁ କଣ କହିଲି ଯେ..
'ବାପାଙ୍କ ସ୍ୱପ୍ନ' ହେଉଛି ବୋକା ବନେଇବାର ଅସ୍ତ୍ର, ଅସଲ କଥା ହେଲା ଗାଦି ମାଡି ବସି ଲୁଟି ଖାଇବା ।
ଆରେ !! ଇଏତ ଆମ ରୂପଲତା !! ସୋଫା ଉପରେ ଆଉ ଟିକିଏ ସଳଖି ହେଇ ବସିଗଲେ ପ୍ରଭାକର ବାବୁ । ଶିବାନୀ ତାହେଲେ ତାଙ୍କ ଅଜାଣତରେ ...
ସେ ରାଜା ତେଣୁ ତାଙ୍କର କିର୍ତ୍ତୀ ଅମର ହେବ ଆମର କାହିଁକି ନୁହେଁ । ଆପଣ ସମାନ ଆଶୀର୍ବାଦ ମୋତେ କାହିଁକି ଦେଉ ନାହାନ୍ତି ।
ତୁମର ଅତୀତ ସହିତ ମୋର କିଛି ଯାଏଆସ ନାହିଁ । ସେ ତୁମର ଅତୀତ ଥିଲା । ସେ ବିଷୟରେ ମୁଁ କିଛି ଜାଣିବାକୁ ଚାହୁଁନି ଏବଂ ଜୀବନରେ କେବେ...
ଆପଣଙ୍କ ମତାମତ