ଯେଉଁ ଦୁର୍ମୂଲ୍ୟ ସାହିତ୍ୟ ସମ୍ପଦଟି ସର୍ବାଧିକ ଭାବରେ ଓଡ଼ିଆ ଜାତିର ଭାବଜଗତକୁ ଓ ତାହାର ଜୀବନଦର୍ଶନକୁ ପ୍ରଭାବିତ କରିଆସିଛି- ତାହା ହେଉଛି ଷୋଡ଼ଶ ଶତାବ୍ଦୀର ରଚିତ ଓଡ଼ିଆ "ଭାଗବତ''
ଏପଟେ ଗାଁ ଛାଡ଼ିଥିବା ଯେତେକ ଦାନାପାଣି ଖୋଜି, ଚାକଚକ୍ୟ ଖୋଜି ଦୀର୍ଘବର୍ଷ ସହରରେ ଅବସ୍ଥାନ କଲାପରେ ବି ଗାଁର ବିଶୁଦ୍ଧ ଚିତ୍ରକୁ ଭାଳି ହେଉଥିବା ବେଳେ, ସେପଟେ ଗାଁ ଗୁଡ଼ିକ...
ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି ।
ମଣିଷ ନିଜକୁ ମାଙ୍କଡ଼ଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଭାବୁଛି ସିନା, ତା'ର ଜୀବନଶୈଳୀରେ ସେ ସମ୍ପୂର୍ଣ୍ଣ ମାର୍ଜିତ ହୋଇ ନାହିଁ ଓ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ ।
ହିମାଳୟକୁ ପୋଷାକ ପିନ୍ଧାଇବା କିମ୍ୱା ଫୁଙ୍ଗୁଳା କରିବା ଯାହା, ଦେହକୁ ବି ପୋଷାକ ପିନ୍ଧାଇବା ନ ପିନ୍ଧାଇବା ତାହା । ପୋଷାକ ସହିତ ତା'ର ସମ୍ପର୍କ ବା କେତେ ?...
ଆପଣମାନେ କାହାକୁ ଦେଖି ହସୁଛନ୍ତି ? ପ୍ରକୃତି ବା ପରମେଶ୍ୱରଙ୍କ ସୃଷ୍ଟିକୁ ନା ସ୍ରଷ୍ଟା ପରମେଶ୍ୱରଙ୍କୁ । ସବୁରି ମୂଳସତ୍ତା ତ ଏକ । ସ୍ରଷ୍ଟା ପରମେଶ୍ୱର ଏବଂ ପରମେଶ୍ୱରଙ୍କ...
ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର ରହିଛି । ଏହା ତା'ର ଅନ୍ତର୍ନିହିତ । ଏହି ଅଧିକାରରୁ ଶିଶୁ ବଞ୍ଚିତ ହେବ ନାହିଁ । ଶିଶୁଟି ଜନ୍ମ ହେବା ମାତ୍ରେ ତା'ର...
ଭାରତର ମେଣ୍ଟ ରାଜନୀତି ଅସୁସ୍ଥ ହୋଇପଡ଼ିଛି । ବନ୍ଧୁତାରେ ବିଶ୍ୱାସଘାତକତା ହିଁ ଏହାର ମୂଳ କାରଣ ।
ସମୟକ୍ରମେ ଫଟୋଗ୍ରାଫିର ପ୍ରୟୋଗ କୌଶଳ ଓ ଉତ୍ପାଦନ କୌଶଳରେ ପରିବର୍ତ୍ତନ ସଂଗଠିତ ହେବାରୁ କଳାଧଳା ଫଟୋଗ୍ରାଫି ଏବେ ଇତିହାସରେ ପରିଣତ ହେବାକୁ ଯାଉଛି ।
ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ ।
ଆପଣଙ୍କ ମତାମତ