ହେଲେ ଏବେ ଏ କଳି ଯୁଗରେ ଅଜସ୍ର ଭଣ୍ଡମାନେ ଏଠି ତୁମ ପରି ରୂପ ଧାରଣ କରି ବଂଶୀରେ ବେସୁରା ସ୍ୱର ଦିଅନ୍ତି ଭରି ।
କାନ୍ତଙ୍କର ସେଯେ ରୁଚୁ ନାହି; ଆଶ୍ରମ ପରସା.. ହୋଟେଲ ଗୋଲକନ୍ଦା ଯେ ତାଙ୍କର ଭରସା....
କଥାରେ ଆମର ନାହିଁ କମା ଫୁଲଷ୍ଟପ୍ ପରନ୍ତୁ ଆଶାକରୁ ଲେଖାରେ ସଂଦ୍ଧିବିଚ୍ଛେଦ [୪]
-ଚାନ୍ଦରୁ ଦାଗକୁ ଆଣିଛ ବୋଳି ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?
ବରଷକ ପରେ ସାଜସୁଜା ହୋଇ ନୂଆବରଷଟା ଆସୁଛି ଦେଖ ମୋ ଓଡ଼ିଶା ରାଇଜ ଏବେ ବିଦେଶି ବିଦେଶି ବାସୁଛି ।
ନିଜକୁ ଭଗବାନ କହୁଥିଲୁ ତୁ, ମୋ ଆଖିରେ ଆଙ୍ଗୁଠି ଠେସି । ତୁଚ୍ଛା ଆଶୀର୍ବାଦ ନେଉଥିଲି ମୁଁ, ତୋ ପାଦକୁ ମଥାରେ ଘଷି ।।
ଇଏ କହୁଛି ମୁଁ ଟାଣୁଆ ସିଏ କହୁଛି ମୁଁ ଭଲ ବାଣୁଆ । ଇଏ କହୁଛି ମୁଁ ବାହାଣିଆ ସିଏ କହୁଛି ମୁଁ ସିଆଣିଆ ।
ମୁଁ କହିଲି- ୟେତ ଆନନ୍ଦର କଥା ଝିଅ ଆପଣଙ୍କର ନାଁ କଲାଣି; ବନ୍ଧୁ କହିଲେ- ବହି ନବାହାରୁଣୁ ଶ୍ରେଷ୍ଠକବି ବୋଲି ଘୋଷଣା ହେଲାଣି !
ଆବାସ ଯୋଜନା ଗରିବ ନାମେ, ଲାଗଇ ତାହା ତ ଧନୀର କାମେ । ଯେଉଁ ରାଇଜେ ଗରିବ ପାଏନି ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ, ସେଇ ରାଇଜର ମୁଖିଆମନ୍ତ୍ରୀ ଶ୍ରେଷ୍ଠ...
ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ ଦେଖିଲେ ଡରୁଛି ମୁହିଁ ଥନ୍ତଲ ପେଟକୁ ଦେଖଉଛ ବସି ଶରମ ଟିକିଏ ନାହିଁ ।
ଆପଣଙ୍କ ମତାମତ