ଏଇ କ'ଣ ମୋ ଆକାଂକ୍ଷାର ନୀତି ? ପ୍ରତୀକ୍ଷାର ଯହିଁ ଅନ୍ତ ହୁଏ ନାହିଁ ଏଇ କ'ଣ ସତେ ସେଇ ଚାଲିବାର ରୀତି ? ଯନ୍ତ୍ରଣାର ପଥ ଯହିଁ କେବେ...
ଅତୀତ ବି ଦିନେ ବର୍ତ୍ତମାନ ଥିଲା ପରିଣାମ. . . ତିକ୍ତତାର ସ୍ୱର ନେଇ ବଞ୍ଚିବାଟା ଅସହ୍ୟ ହେଉଥିଲା ତଥାପି. . . ଆଜିଯାଏ ବଞ୍ଚି ରହି ଏ ଶରୀର...
ସକାଳରୁ ସଞ୍ଜଯାଏ ଅନିର୍ଦ୍ଦିଷ୍ଟ ପଥ ଦେଇ ତାକୁ ଘୂରିବାକୁ ହୁଏ ସେଇଥିପାଇଁ ତ କେନ୍ଦ୍ରଟା ତାର ଏପଟ ସେପଟ ହୋଇ ତାକୁ, ଦୋହଲାଉଥାଏ ।
ଅଜବ ପାଲଟିଯାଏ ଏ ସଂସାରଟା ମୋ ଲାଗି ମୁହୂର୍ତ୍ତ ମଧ୍ୟରେ ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା ମାଡ଼ିଦିଏ ମୋତେ ଅନ୍ଧାରରେ ।
ପ୍ରହେଳିକାକୁ ଦୂର କରି ନିଜର ସ୍ୱଚ୍ଛତାରେ ସିନା ବାନ୍ଧି ହୁଏ ଦୁନିଆଁକୁ ଅଯଥା ଗରବ କରି କେବଳ ଭାଙ୍ଗି ହୁଏ ଏ ଜଗତକୁ !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ଅଧାଗଢ଼ା ପଥର ମୂର୍ତ୍ତିକୁ ଚାହିଁ ଆଖି ବେଳେବେଳେ ବିବ୍ରତ ହୋଇଯାଏ ନିମିଷକେ ଆଶାର ଝଲକ ଲୁଚିଯାଏ, ଅନ୍ଧାରରେ ହଜିଯାଏ ।
ଭଲ ଲାଗେ ସେତେବେଳେ ହଜିଯିବାକୁ ସେଇ ଅତୀତ ସ୍ମୃତିରେ ସତେ ଯେମିତି, ସବୁ ସୁଖ ସପନ, ଆବେଗ ଆଉ ଆଶାକୁ ହଜାଇଛି ମନ ସେଇ ବନାନୀରେ ।
ସତେ ତା'ର ୟା' ଲାଗି ଦୁନିଆଁ ଆଜି ଏକ ଭସାବାଦଲ ।
ମୁଁ ଅସୁମାରୀ ଆଶାର କଳିକା ଫୁଟାଇ ମୋ ଅଗଣାର ଦୁଆର ସଜାଡ଼ି ବସିଛି. . . ହେଲେ. . . ତୁମେ ସ୍ଥିର ହୋଇ ରହିଯାଇଛ. . . ତୁମ...
ଆପଣଙ୍କ ମତାମତ