ଦେଖିଥିଲି କେତେ ସପନ ତୁମେ ଆସିବାର ବାଟ ଚାହିଁ ଚାହିଁ ବିତିଗଲା କେତେ ଦିନ । ହେଲେ ଆସିଲନି ତୁମେ, ଜଳି ପୋଡ଼ି ସବୁ ପାଉଁଶ ହେଲା ଯେ ଭାଙ୍ଗିଗଲା...
ଛୁଁଇ ଦେଇଗଲ ପାପୁଲିରେ ତୁମ ମୋ ଦେହକୁ ଯେତେବେଳେ , ଆଖି ଭରିଗଲା ମନ ଭରିଗଲା ଖୁସିରେ ମୋ ସେତେବେଳେ ।
ଆପଣଙ୍କ ମତାମତ