ମୋ ଧ୍ୟାନ ଭଗ୍ନ ହେଲା ମୁଁ ଫେରି ଚାହିଁଲା ବେଳକୁ ଆଖି ଖୋଲି ସାତ ରଙ୍ଗରେ ଭରିଥିଲା ମୋ ଚତୁଃପାର୍ଶ୍ୱ ।
ମୁଁ ବୁଝି ପାରୁନି କିଏ କାହିଁକି ମତେ ଜଣେଇଲା ଈଶ୍ୱରଙ୍କ ବୋଲି କେହି ଅଛନ୍ତି ସେସର୍ବ କର୍ତ୍ତା, ସର୍ବ ଜ୍ଞାତା
ରାତି ସାଜି ହରିନେଲ ନିଦ ମୋର ଫଗୁଣ ସାଜି ମହକ ସୁରୁଜ ସାଜି ହରିଲ ଆଖି ଜ୍ୟାେତି ହୃଦରେ ଭରି କୁହୁକ,
ଦେହର ଦୋଳିରେ ଝୁଲୁଛି ଜୀବନ କାଳଝଂଜା ବହେ ପଛରୁ ଶେଷ ଅଭିନୟ ଚାଲିଛି ଏବେ ତ ଜଳେ ବେଶି ଲିଭା ଆଗରୁ ।
ସବୁ ସରିସରି ଯେଉଁଦିନ ମୁଁ ଜୁଈରେ ପାଉଁସ ହେବି ସେତେଦିନ ଯାଏ ତୁମରି ସ୍ମୃତିକୁ ହୃଦୟେ ସାଇତି ଥିବି ।
ଜହ୍ନ ଆଲୁଅରେ ଝାପ୍ସା ଦିଶିଲା ମତୁଆଲା ଆଖିଦୁଇ ଢଳଢଳ ଡୋଳା ସତେ ବୁଝିନେଲା ଯେତେ ମନକଥା ମୋର ନିକଟକୁ ଆସି ଦୁଇ ହାତ ଧରି ପ୍ରେମେ ଆଲିଙ୍ଗନ କରି ଅଜଣା...
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
କେରାଏ ଦୁବପରି ଚେନାଏ ବିଶ୍ୱାସ ନେଇ କଅଁଳ ଛନଛନ ହୋଇ ବଦଳୁଚି ନାରୀର ଭାଗ୍ୟ ।
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ...
ଆପଣଙ୍କ ମତାମତ