ଆକାଶର ଲୋହିତାଭ ଆଭାରେ, ଷ୍ପଷ୍ଟ ବାରି ହେଉ ଯାଉଥିଲା, ଗର୍ଭବତୀ ମାଆର ସେ କମନନୀୟ କାନ୍ତି, ଆଗନ୍ତୁକର ଆଗମନ ପାଇଁ,
ମୁହଁକୁ ସୁଖାଇ କୁମୁଦ କହିଲା, କେତେ ରାତି ହେଲା ଆସିନି ଘର, କୁମୁଦିନୀ ମୋର ଅଭିମାନ କରି, ଚାହିଁ ବସିଥିବ ପଥ ମୋହର, ଜୋଛନା ଯେତେକ ସାଇତି ରଖିଛି, ତାକୁ...
ସୁରରେ ମିଳାଇ ସୁର, ପାଦ ଥାପି ପାଦ ଚିହ୍ନେ ମୋର, ଚାଲିବାକୁ ନେଇଥିଲ ଦୁର୍ବାର ଶପଥ ଦିନେ, ତଥାପି କିପରି କୁହ, ଅଧା ବାଟେ ଭୁଲି ଗଲ ଯେତେ ଥିଲା...
ଆକାଶର ନୀଳ ସେ ବନ ଅନଳ ଏ ମନର ଯେତେ ବ୍ୟଥା, ଶ୍ରାବଣର ପରି ଢାଳିଲେ ବି ଲୁହ ସରେନା ଏ ମନ କଥା ।
ବିରହ ମିଳନ, ମନର ବନ୍ଧନ ପ୍ରେମର ନାଆଁ, ଅଳିକ ଯଦି ପ୍ରେମର ମୂଲ୍ୟ ତା'ର ପାଇଁ ଏତେ ଭାବନା କିଆ?
ନିଦାଘ ଗ୍ରୀଷ୍ମ ଯାଏ, ବର୍ଷା ବି ବାହୁଡେ, ଗଛର ପତ୍ର ଝଡି ଯାଏ ପୁଣି ନବ ପଲ୍ଲବିତ ହୁଏ।
ନିବିଡ ତୁମର ବାହୁ ବନ୍ଧନ, ମଧୁର ତୁମର ଚାପା ଗୁଞ୍ଜରଣ, ଚୁପି ଚୁପି ତୁମ ପୀରତି କଥା । ମରମ କୁ ମୋର ଛୁଇଁ ଯାଏ ଯେବେ ହରି ନିଏ...
କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି ବାଟବଣା ହୋଇଯାଏ, କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ, କେବେ ଅବା ଏତେ ଲମ୍ବା ହୁଏ, ଗୋଟିଏ ଜୀବନ ବି କମ୍ ପଡିଯାଏ ।
ଆପଣଙ୍କ ମତାମତ