ତା' ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି'କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି ।
ଦାଦା ମୁଁ କିଛି କରିପାରିବିନି । ଏ ଗୋଟେ ଭୟଙ୍କର ଅପୂଜାଦେବୀ କି କ'ଣ ? ତାକୁ ସାଧ୍ୟ କରିବାର କ୍ଷମତା ମୋ ପାଖରେ ନାହିଁ । ତମେ ଅନ୍ୟ...
ଆପଣଙ୍କ ମତାମତ