ବରଷି ଆଶିଷ ଆରୋହିବେ ଦେବ ପାବନ ହୃଦୟ ସ୍ୟନ୍ଦନେ
କେଉଁଦିଗୁ କେତେ ଯାତ୍ରୀଙ୍କି ଧରି ଧାଇଁଥିବେ ଶତ ସହସ୍ର ତରୀ ଦଳ ଦଳ ଜଳୁ ହୋଇ ବାହାର ଶିଶୁମାର କରୁଥିବେ ବିହାର
ଦେଖିଲେ କୁକୁର ଜିଭକୁ କାଢ଼ି ଧକୋଉଚି ଖାଲି ଘଡ଼ିକି ଘଡ଼ି ପାଣିରେ ଦେହକୁ ଥୋଇ ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ ।
ତ୍ରୀଯାମା, କ୍ଷଣଦା, ରାତ୍ରି,ବିଭାବରୀ , ନିଶା, ତମୀ, ନିଶୀଥିନୀ ଶର୍ବରୀ, ଯାମିନୀ, କ୍ଷପା ବ୍ୟତିରେକେ ରଜନୀ ଓ ତମସ୍ଵିନୀ ।
ଜହ୍ନ ମାମୁଙ୍କର କେତେଗୋଟି ନାମ କିଏ ଅବା ଅଛ ଜାଣି ? ମନେ ରଖ ତେବେ କୁନି କୁନି ମୋର ସ୍ନେହର ଭାଇ ଭଉଣୀ ।
ଲକ୍ଷ୍ମୀ, ଲୋକମାତା, ଇନ୍ଦିରା, କମଳା, ପଦ୍ମା,ରମା,ପଦ୍ମାଳୟା ଆଉ ତିନି ନାମ ଶ୍ରୀହରିପ୍ରିୟା, ମା ତଥା କ୍ଷୀରାବ୍ଧିତନୟା ।
ଫାରମ ମାଲିକ ମାଆକୁ ତୋହର ଦେଇଛି ବିକିରି କରି । ହେଇ ସାରିବଣି କାହାର ଆହାର ହେଇ କି ଚିକେନ୍ କରି ।।
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
କେତେ ରକମର ଚିଜ ଭଳିକି ଭଳି ସରକସ, ରେଳଗାଡ଼ି, ଚରିକି ଦୋଳି ବୁଲିବା ଘିରି ଘିରି, କିଣିବା ବେଲୁନ୍ ତୁରୀ ହରଷେ ସରସ ହୃଦ ହୋଇବ ପରା ।।
ମଖମଲିଆ ଡେଣାକୁ ତୋର ହାତରେ ଦେଲେ ଧରି ପାଉଡ଼ରିଆ ଗୁଣ୍ଡ ଗୁଡ଼ିଏ ହାତରେ ଯାଏ ଭରି ।
ଆପଣଙ୍କ ମତାମତ