କଣ୍ଟା ଫୁଟି ଗଲେ, ବହିଯାଏ ରକତର ନଦୀ । ନୁହେଁ ଗୋଲାପର ଶଯ୍ୟା, ଅନେକ କହନ୍ତି ।
ପବନ ! ବି ପହଞ୍ଚି ପାରିନି ମୋ ପାଖେ, ମୁଁ ହସୁଛି ତାର ଉଚ୍ଚତାକୁ ଦେଖି ।
ଓଢ଼ଣୀ, ପଡ଼ିଲେ ଦେହେ, ସାଥେ ଆସେ ଲଜ୍ଜ୍ୟା ଓ ଯୌବନ । ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ, କେବେ ପ୍ରଲୋଭନ ।
ସମସ୍ତେ ତ ଦେଶଭକ୍ତ , ପତାକା ଛାତିରେ , ଗାଡି ଆଉ ଅଫିସ ଟେବଲ ସଜେ, କାହା ଲୁହ ଲହୁ ଝାଳରେ ?
ମାତ୍ର ଝଡ ପଶିଆସି ଅସ୍ତବ୍ୟସ୍ତ କରିଗଲା ମୋ ସଜଡା ବହିଥାକକୁ ପୃଷ୍ଠା ପୃଷ୍ଠା କରି ଲେଉଟାଇ !
ପାକୁଆ ପାଟିରେ ତା ଦୁନିଆ ବନ୍ଦ ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ କେତେ ଅନୁଭୁତିର ଗପ ଆଉ ପେଡି ପେଡି ଶବ୍ଦ ।
ଲୁହ ଆସେ ହସର ଛଦ୍ମବେଶେ ଖୁସି ରହିବାର, ଅସ୍ତିତ୍ଵକୁ ଖୋଜି । ନୀରବ ରହିବାକୁ ପଡେ, ସଭିଙ୍କ ମେଳରେ ହଜି ।
ରୋଗ ଶୋକ ଦୁଖ ହଜିଯିବେ ଦୁନିଆରୁ ଦୂସପ୍ନ ସାଜି ମୋର ବୋଲି ଦାବିକରି କେହି ମାରିବେନି ବାଜି ............
ଏକାକୀ ପାହୁଥିବା ଅସରନ୍ତି ରାତି ନୀରବତାର ଉଷ୍ମ ତାତି ମାପି ଚୁପି ପାଦ ବଢାନ୍ତି ମୋ ଦ୍ଵାର ବାରଣ୍ଡାକୁ |
ସ୍ଵପ୍ନରେ ମସଗୁଲ ନୟନରୁ ନିଦ୍ରା ପରି ହଜେ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଗରେ । କେତେବେଳେ କର୍ତ୍ତବ୍ୟ ଆଢୁଆଳେତ କେବେ ସମାଜର ଦ୍ଵାହି ୟା ଭିତରେ ସୃଜନଶୀଳତା ପୁଣିଥରେ...
ଆପଣଙ୍କ ମତାମତ