ବୁକୁ ତା' ବିଦାରି ଚାଷୀ ଚାଷ କରି ଉପୁଜାଏ ଆମ ଆହାର, ଧରି ସେ ରଖିଛି ଦେଖୁଁ ଯାହା କିଛି, ଧରଣୀ ଜନନୀ ଆମର
ଅନ୍ୟାୟ ଭାବେ ଧନ ଆଣିଲେ ପାପ ହୁଏ । ସେହି ପାପକୁ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଜଣା ପଡ଼ିଯାଏ । ଏ ପ୍ରକାର ପାପ ଯୋଗୁଁ ଅନେକ...
କାଳିଆ, ବଳିଆ ଦୁଇ ପୁଅ ନାଆଁ ଦେଲେ ବାପା ଶରଧାରେ, ତଥାପି ସମାନ ଭାବ ନ ରଖନ୍ତି ବାପା ଦୁଇ ପୁଅଠାରେ ।
ତା' ଭିତରେ ଆଉ ଗୋଟିଏ ମରମ ଅଛି, ସେ କଥାଟି ଆମ ଗୁରୁଙ୍କ ଛଡ଼ା ଆଉ କାହାରିକୁ ମାଲୁମ ନାହିଁ । ସେ କଥାଟି ଏଇଆ-
ତୋ ବାପାଙ୍କୁ କହିବାକୁ ପଡ଼ିବ, ତୁ ଏସବୁ ଖରାପ ଅଭ୍ୟାସ କଲୁଣି । ଭବିଷ୍ୟତରେ ଚାରିପାଞ୍ଜିରୁ ଯିବୁରେ ପୁଅ । ବଣ୍ଟି ସେଇଠୁ ଖତେଇ ହୋଇ କହିଲା- ଚାରିପାଞ୍ଜିରୁ କି...
ସବୁ ମଇଁଷିଙ୍କୁ ଡାକି ପିଲାଟିକୁ ଦେଖାଇଲା । ସବୁ ମଇଁଷି ପିଲାକୁ ପଚାରିଲେ, ତୁ କାହିଁକି ଲୁଚି ଲୁଚି ଆମର କାମ କରୁଛି ।
ବଣ୍ଟି ସେଦିନ ଖବରକାଗଜରୁ ପଢ଼ିଲା ସନ୍ତ୍ରାସବାଦୀମାନେ ଗୁଜୁରାଟର ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରି ଅନ୍ୟୁନ ପଚାଶ ନିରୀହ ଭକ୍ତଙ୍କର ପ୍ରାଣନାଶ ଘଟାଇଛନ୍ତି । ତା’ ମନରେ ଖୁବ୍ ଦୁଃଖ...
କହିଲା ବରୁଣ- ଏତିକି ନ ଜାଣ, ଗଛ ଥିଲେ ସିନା ମଞ୍ଜି ହେବ, ଆଗେ ଗଛ ଥିଲା, ତହୁଁ ମଞ୍ଜି ହେଲା, ବିନା ଗଛେ କାହୁଁ ମଞ୍ଜି ହେବ ?
ଚିଲ ବହୁଦୂର ଉଡ଼ିଯାଇ ଗୋଟିଏ ଗଛ ଡାଳରେ ବସି ଦେଖିଲା- ସେ ମାଛ ନୁହେଁ, ଗୋଟିଏ ମଣିଷ ପିଲା ଝାମ୍ପି ଆଣିଛି । ସେ ତାକୁ ନେଇ ବସାରେ ପାଳିଲା...
ଦେଶର ଗୁପ୍ତ କଥା ବାହାରକୁ ଚାଲିଗଲେ ଶାସକ ଓ ପ୍ରଜା ସଭିଏଁ ମରିବେ । ଦେଶ ଛାରଖାର ହୋଇଯିବ । ଏଥିରୁ ଏତିକି ଶିଖ । ନିଜ ଜୀବନ ଯାଉ...
ଆପଣଙ୍କ ମତାମତ