ସକାଳ ପହରୁ ଆସିଅଛି ଘରୁ, ବନିସି ପକାଇ ରହିଅଛି ଚାହିଁ ଟୋକାଟାଏ, ଛାଇ ଲେଉଟିଲା, ଥୋପ ସରିଗଲା, ନ ପଡ଼ିଲା ଛୋଟ ମାଛଟାଏ ।
ଧିକ୍ ତୁମ ଧନକୁ ! ତାହା ଆଜି ଅଛି, କାଲି ନ ଥିବ । ଅନ୍ୟ ପ୍ରତି ଭଲ ଆଚରଣ ନ କରି ତୁମେ ଛୋଟ ହୋଇଯାଇଛ । ତୁମ...
ଏ ପାଞ୍ଚ ତତ୍ତ୍ୱକୁ ପରା ପଞ୍ଚଭୂତ କହନ୍ତି, ଏମାନଙ୍କୁ ନେଇ ସିଏ ସଂସାରକୁ ଗଢ଼ନ୍ତି ।
କିଛିଦିନ ପରେ ସେ ବସ୍ତିର ଆଉ ଜଣେ ଧନୀ ଲୋକର ଝିଅ ସହିତ ସମ୍ୱନ୍ଧ କରି ନିଜ ପୁଅ ପାଇଁ ବୋହୂ ଆଣିବାର ଯୋଗାଡ଼ କଲା । ସୁନ୍ଦରୀ ବୋହୂଟିଏ...
ଅଙ୍ଗୁର, ଅଁଳା, ଚେରି, ଜାମୁ ବଇଁଚି, ବେତ, ଖିରିକୋଳି ବଉଳ କୋଳି, ଗଉଡ଼ ଗୋବିନ୍ଦ କୋଳି ଲାଗି ହୁଏ କଳି ।
ତେଣୁ ଦୁନିଆଁରେ ଅକାରଣରେ କାହାରି ସୃଷ୍ଟି ହୋଇନାହିଁ । ଯେଉଁ ପଦାର୍ଥ ଯାହା ପାଇଁ ଲୋଡ଼ା ଦୟାଳୁ ଈଶ୍ୱର ତାହାପାଇଁ ସେହି ପଦାର୍ଥ ସୃଷ୍ଟିକରି ରଖିଛନ୍ତି
ସବୁ କିଛି ତାର ଲାଗଇ କାମେ, ତା'ଠୁ ଆସ କିଛି ଶିଖିବା ଆମେ ।
ହାତ ଛାଡ଼ି ଦେଇ ମୁରୁକି ହସି, ଲଥ୍ କରି ସିଏ ପଡ଼ୁଛି ବସି ।
ଥପ ଥପ ପଡେ଼ ଶିଶିର ଘାସ ପତର ପରେ, ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି ବଡ଼ ଆବେଗ ଭରେ ।
ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।
ଆପଣଙ୍କ ମତାମତ