ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।
କଟକ ଜେଲ୍ରେ ଥିଲାବେଳେ ରାଜବନ୍ଦୀମାନେ ଥରେ ଆନ୍ଦୋଳନ କରି ଲାଠି ମାଡ଼ିର ସମ୍ମୁଖୀନ ହୋଇଥିଲେ ମାତ୍ର ସଫଳ ହୋଇଥିଲେ
ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର...
ବର୍ଷା ଯୋଗୁ ଲବଣ ସତ୍ୟାଗ୍ରହ ବନ୍ଦ ହୋଇଯିବାରୁ କଂଗ୍ରେସ କର୍ମୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶୀ ଲୁଗା ଦୋକାନ ଓ ମଦ, ଗେଞ୍ଜଇ ଓ ଅଫିମ ଦୋକାନ ଆଗରେ ପିକେଟିଂ...
ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ ।
୧୯୩୦ ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶରେ "ପୂର୍ଣ୍ଣ ସ୍ୱରାଜ ଦିବସ" ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କଲେ ।
୧୯୨୮ ଜୁନ୍ ୧୭ ତାରିଖରେ ଉତ୍କଳର କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ ।
୧୯୨୧ ମସିହା ମଇ ମାସ ୧୩ ତାରିଖରେ କେନ୍ଦୁଝର ଗଡ଼ଠାରେ ପୂର୍ବ ଗଡ଼ଜାତର ପଲିଟିକାଲ୍ ଏଜେଣ୍ଟ୍ ରହିଥିବାବେଳେ ଶିବନାରାୟଣପୁର ସାହିର ମହନ୍ତ ଚେମ ତ୍ରିପାଠୀଙ୍କ ନେତୃତ୍ୱରେ ଯାଉଥିବା ଏକ ଶୋଭାଯାତ୍ରା...
ଅସହଯୋଗ ଆନ୍ଦୋଳନ ବେଳେ ଡେପୁଟି କଲେକ୍ଟର ଭଳି ଲୋଭନୀୟ ଚାକିରୀ ଛାଡ଼ି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଥିଲା...
ମୁଣ୍ଡ ସାଙ୍ଗରେ ହାତ ନ ମିଶିଲେ ଅର୍ଥାତ୍ ବୁଦ୍ଧି ସହିତ କର୍ମର ସଂଯୋଗ ନ ହେଲେ ମନୁଷ୍ୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ନୁହେଁ
ଆପଣଙ୍କ ମତାମତ