କାଳର ପ୍ରହାର ଭାଙ୍ଗିପାରି ନାହିଁ, ତୁମରି ସ୍ମୃତି ସ୍ତମ୍ବ । ଛାଇପରି ତୁମେ ଲାଖିରହିଅଛ, ମତେଛାଡି କେବେ ଯିବ?
ପ୍ରତି ଅଙ୍ଗ ଦାନ କରେ ମାନବ ସେବାରେ, ଯା ଔଷଧି ଲାଗିଯାଏ ଅସାଧ୍ୟ ରୋଗରେ । ସେ ବୃକ୍ଷ କାନ୍ଦୁଛି ।
ନ ଥାଉ ଦାନାକନା ଫୋଅନ କିଣୁ ଘନା ଘନା ମୋବାଇଲ୍ ନିଶା ଘାରି ଯାଉଅଛି, ପକେଟ୍କୁ ଥରେ ଅନା ।
ଆପଣଙ୍କ ମତାମତ