ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।
ଶେଷରେ ତମେମାନେ ଆମ ଭାଷାଟାକୁ ବି ଛାଡିଲନି । ଯଦି ବା କଲ ଲଘୁ ଭାଷା କରିଥାନ୍ତ, ସିଧାସଳଖ ଶାସ୍ତ୍ରୀୟ ଭାଷା କରି ଦେଲ ? କିଏ ଏଇନା ତାକୁ...
ମଦରସ୍ ଡେ ଉପଲକ୍ଷେ ତାଙ୍କ ପାଇଁ ଏତେ ଦାମୀ ଶାଢୀ, ଗୁଡାଏ ଫୁଲତୋଡା, ବଡ କେକ୍ ଯୋଗାଡ କରିବା କ'ଣ ନିହାତି ଜରୁରୀ ଥିଲା ?
ପୁଣିଥରେ ସେମିତିକା ପାଟି ସହିତ, ଦୁଲଦାଲ, ଭୁସ୍ଭାସ୍ ଶବ୍ଦ ଶୁଣି ସୁଦାମବାବୁ ଡ୍ରଇଂରୁମ୍କୁ ଚାଲି ଆସିଲେ ।
ପରିବାରର ସମସ୍ତେ ଘର ଭିତରୁ ବାହାରିବା ଆଗରୁ ପୁଣିଥରେ ଜୋରରେ ଭୂମିକମ୍ପ ହେଲା ଏବଂ ଘରର ଅର୍ଦ୍ଧେକ ଭୂଷୁଡି ପଡିଲା ।
ସେ ଗୋଟିଏ ମାୟାବୀ ରାକ୍ଷସ । ଏମିତି ରାଜପୁତ୍ରମାନଙ୍କୁ ଗଭୀର ଅରଣ୍ୟକୁ ନେଇ ସେ ହତ୍ୟା କରେ ।
ଚିଟୁ କହିଲା, "ତମ ସମୟରେ ସେମିତି ଥିଲା ।" ରିନି କହିଲା, "ତମେ କ'ଣ ଆଜିକାଲି କଥା ଜାଣିନ ବାପା ?" ଜୟନ୍ତ ବାବୁ କହିଲେ, "ମୁଁ ଯାହା କିଣିଛି...
କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା...
ତୁ ଯଦି ସ୍କୁଲ୍ରେ ପଢିଥାନ୍ତୁ ତୋତେ ସେମାନେ ସୁଯୋଗ ଦେଇଥାନ୍ତେ ।
ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ ।
ଆପଣଙ୍କ ମତାମତ