ତୁମରି ପାଦର ପାଉଁଜିର ସ୍ୱର କରେ ମୋତେ ଆନମନା ମୁଁ ହେଲେ ପ୍ରତ୍ୟୁଷ ତୁମ ହୃଦୟର ତମେ ମୋ ଗୋଧୂଳିଲଗ୍ନା
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ