ହସୁଛି ଫେଁ'କିନା, ଝରଝର କାନ୍ଦି ପକଉଚି କଥାଟେ କହିବା ଲାଗି, କେତେ ଫୁଲେଇ ହେଉଚି
ତମେ କେମିତି ତାକୁ ଅଟକେଇ ଉଭାନ କରିଦିଅ, ଚଳୁ କରିଦିଅ
ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା
ତମ ହସ ଶୁଭେ ପରଜାପତିର ହସ
ଗୋଧୂଳି ଯାଇ ସଂଜ ହେଲା ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ ତୁ ଫେରି ନ ଥିଲୁ ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା ତୋ ବାଟକୁ ଅନେଇ ସ୍ଥିର ହେଇଯାଇଥିଲେ...
ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ - “ମୃତ୍ୟୁ ବିଷୟରେ ଚିନ୍ତା,...
ମୋର ସବୁ ଆବରଣ ପରସ୍ତ ପରସ୍ତ ରଙ୍ଗ ହଜିଗଲା ସେଠି ତମ ଭରସାର ଆଶ୍ୱସ୍ତିରେ
ଆଉ ଟିକେ ଗଭୀର ହେଲେ ରାତି ଭାରୀ ଲୋଭନୀୟ ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’ ଏଠି କିଛି ଭେଦାଭେଦ ନାହିଁ ଉଚ୍ଚ ନୀଚ...
ଆମେ ଖାଲି ବଞ୍ଚୁଥିବା ଦିନରେ ଦିନରେ, ବର୍ଷ ବର୍ଷ ଶୁଭ୍ର କେଶ, ଲୋଳିତ ଚର୍ମରେ ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
ଜାୟାର ବାହୁ ପାଶରୁ ମୁକୁଳି ନିଶ୍ୱାସ ଫେରେଇବା ପାଇଁ ଅନ୍ଧାରରେ ଖୋଜୁଥିବି ତମ ନିରୀହ ଆଖି ଦୁଇଟି
ଆପଣଙ୍କ ମତାମତ