ଦର୍ଦାମ୍ ଏତେ ବଢ଼ାଇ ଦିଆଯିବ ଯେ, ଲୋକଙ୍କୁ ତ ପିଲା କୁଟୁମ୍ୱ ପୋଷିବାକୁ ଯଥେଷ୍ଟ ସମୟ ମିଳିବ ନାହିଁ, ଦେଶ କଥା ଭାବିବାକୁ ବେଳ କେଉଁଠି ଥିବ ଯେ !
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ