ଯା' ଅମୃତଦାନେ ଜଗାଏ ସ୍ପନ୍ଦନ । ସବୁଠିଁ ଉଚ୍ଚରେ ଯାର ବଳିଦାନ । ସବୁ ଶୁଭ ହେବା ପାଇଁ ସଦା ଭାଳେ । ଵିଭୂଚରଣରେ ଲୋତକ ଯେ ଢାଳେ ।...
ବେଦଜ୍ଞ ମର୍ତ୍ତ୍ୟରେ ଭଗବାନଙ୍କର ସପ୍ତସତୀ ଚଣ୍ଡିପାଠର ନିଦାନରେ ଗଗନ ପବନ ମୂଖରିତ ।
ଭକତି ପ୍ରେମରେ ପବିତ୍ର ଜଳରେ , ପୂଜିବୁ ନିଷ୍କାମ ହୋଇ । ସତ୍ୟର ଦୟଣା ଶ୍ରୀଭୂଜେ ଅରପି , ସତ୍ୟର ପୂଜାରୀ ସାଜି ।
କୃତଘ୍ନ ଚୀନ୍ କୃତଜ୍ଞତା ପ୍ରକାଶ କରିବା ବଦଳରେ ୧୯୫୦ରେ ତା'ର ଲାଲ୍ବାହିନୀ ପଠାଇ ତିବ୍ବତ୍ ଅଞ୍ଚଳକୁ ନିଜ ଅଧିକାରକୁ ନେଲା ।
ଶପଥ ପାଠର ଦାମ୍ଭିକତା ସେହି କାଗଜ କଲମରେ ସିମୀତ ରହି ଯାଉଛି ।
ଓଡ଼ିଆ ସେବକ ଗଜପତି ରାଜା । ଆରାଧ୍ୟ ଦେବଙ୍କ ଦାସ । ଆରାଧନା କରୁ ଚତୁର୍ଦ୍ଧା ଦେବଙ୍କୁ । ଆଶିଷ ନ ହେଉ ଶେଷ ।।
ରକତ ନିଗାଡ଼ି ଅମୃତ ଦିଏ ଯଶୋଦା ମା'ଙ୍କ ପରି, ଦଶମାସ କାଳ ଭାରା ବହି ଚାଲେ ଅନୁଶୋଚନା ନ କରି ।
କେବଳ ମହାଜନୋ ଯେନ ଗତସ୍ୟ ପନ୍ଥା ନୀତି ଅବଲମ୍ୱନ କରି ଯଥାସମ୍ଭବ ରାଷ୍ଟ୍ରୀୟ ଦିବସ ପାଳନ କରି କର୍ତ୍ତବ୍ୟ ସମ୍ପାଦାନ କରୁଛନ୍ତି
ଜାତିର ଭୀଷ୍ମ ପିତାମହ, ଚିରସ୍ମରଣୀୟ, ରାଷ୍ଟ୍ରୀୟ ପୁରୁଷ, ମହାନ୍ ଜନନାୟକ ୨୦୧୮ ଇଂରାଜୀ ଅଗଷ୍ଟ ମାସ ୧୯ ତାରିଖ ଇହଲୀଳା ସମ୍ୱରଣ କଲେ ।
ଜ୍ଞାନର ପ୍ରଦୀପ ଜାଳି ପ୍ରତିଟି ହୃଦୟେ ଅଜ୍ଞାନକୁ ନାଶ କଲେ ବୃହସ୍ପତି ପ୍ରାୟେ । (୭)
ଆପଣଙ୍କ ମତାମତ