ତ୍ରେତୟାରେ ରାବଣ ତିନୋଟି ଅକ୍ଷର, ଦ୍ୱାପରରେ କଂସ ଦୁଇଟି ଅକ୍ଷର, କଳିରେ ମୁଁ ଗୋଟିଏ ଅକ୍ଷର ।
ମୁଁ କଣ ତ୍ରୀଡ଼ନକ ନା ବ୍ୟାଘ୍ର ଜଳଚର ନା ସ୍ଥଳଚର ବା ଉଭୟଚର ନା ଆତ୍ମା ଭିତର ଉଞଡ଼ନ୍ତା ପକ୍ଷୀ ?
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ