ଶିବ କ୍ରୋଧ କଲେ ସୃଷ୍ଟି ହୋଇବ ବିଲୟ , ତାଙ୍କ ଚରଣରେ ସଦା ରଖିଥିବୁ ଲୟ ।
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ