ତୁମେ ତ ଉଦାର, ନିର୍ବିକାର, ଯିଏ ଯାହା ଦିଏ ନିଅ ବୋହି, ଭଲ ମନ୍ଦ ସବୁ କୋଳେ ନିଅ ବାଦ ଅପବାଦ ସହି ।
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ