ସେଇଟା ହେଲା । ଧନକୁ ଭଲ ପାଇ ଶିଖ୍, ଧନ ହିଁ ଏ ଦୁନିଆଁରେ ସର୍ବ ଶ୍ରେଷ୍ଠ । ଏଣିକି ତୁ ବିବାହ କରିସାରିଲୁଣି । ଏ କଥା ଯେମିତି...
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ