ସାହେବମାନେ

ଓଡ଼ିଆ ଅନୁବାଦରେ ଭାଗ ନିଅନ୍ତୁ ଏବଂ ଆକର୍ଷଣୀୟ ପୁରସ୍କାର ଜିତନ୍ତୁ ।

  1. ଆପଣଙ୍କୁ https://prachyam.com/ ୱେବ୍ ସାଇଟ୍ ଯିବାକୁ ପଡ଼ିବ ।
  2. Register ବଟନ ରେ କ୍ଲିକ କରି ଆଗକୁ ଯିବାକୁ ପଡ଼ିବ (ଦେୟମୁକ୍ତ ) ।
  3. Registration ପ୍ରକ୍ରିୟା ସରିଗଲା ପରେ ଆପଣ login କରିବେ ।
  4. Login କରି ଆପଣଙ୍କୁ ଏହି https://prachyam.com/video/saheb-who-never-left-1 ଏବଂ https://prachyam.com/video/saheb-who-never-left-2 (ଭିଡ଼ିଓ ) ଦେଖି ତାହାକୁ ଓଡ଼ିଆ ଭାଷାରେ ଅନୁବାଦ କରି ଆମ ପାଖକୁ ପଠାଇବେ ।

ଅଥବା

  1. ଆପଣ ୟୁ ଟ୍ୟୁବ ଲିଙ୍କ https://www.youtube.com/watch?v=N3E534MpkHU ଏବଂ https://www.youtube.com/watch?v=ZW1wWuT_dog କୁ ଦେଖି ଓଡ଼ିଆ ଭାଷାରେ ଅନୁବାଦ କରି ଆମ ପାଖକୁ ପଠାଇବେ ।

ଅନୁବାଦିତ ଲେଖା (ଡ଼ିଟିପି) ସହ ନିଜ ନାମ, ଫଟୋ, ନିଜ ପରିଚୟ (ଓଡ଼ିଆ ରେ ୧୦୦-୧୫୦ ଶବ୍ଦ ମଧ୍ୟରେ) ଇ-ମେଲ, ଫୋନ ନମ୍ବର, ପିନ୍ଧୁଥିବା T -Shirt ର ସାଇଜ ଆମକୁ info@ameodia.com ଇ ମେଲ ମାଧ୍ୟମରେ ପଠାଇବେ । ଅନୁବାଦିତ ଲେଖା ସମ୍ପାଦକଙ୍କ ଦ୍ଵାରା ବିବେଚିତ ହେଲେ ଆମେଓଡ଼ିଆରେ ପ୍ରକାଶିତ ହେବ ଏବଂ ୧୦-୧୨ ଦିନ ମଧ୍ୟରେ ଆର୍ଥିକ ପୁରସ୍କାର ସହିତ ଟି ଶାର୍ଟ ପଠାଇଦିଆ ଯିବ  ।

To Top