ବ୍ୟାଧି ରଙ୍କୁଣୀ ସୁନାନାକୀ ଝିଅର ରବରେ ରାତି ବି ନିଃଶବ୍ଦ ନୁହେଁ ଲୋକାକୋଚା ବିଛଣାର ମୂତ ଗନ୍ଧରେ ତୁମ କବରୀର ବାସ୍ନା ସବୁବେଳେ ବାସି ଫୁଲର ଭଉଁରି ପରି ।
ଏ ପୁଣି କେମିତି କଥା ମଇଁଷି ଫେରିବ ନାହିଁ ଗୋଠକୁ କି, ଦନେଇ ଫେରିବ ନାହିଁ ମା' କୋଳକୁ କେବେ ବି ! ଦୃଶ୍ୟଟିଏ ହୋଇଯିବ ସ୍ଥିରଚିତ୍ର ଚେତନାର ଅନ୍ଧମୁହାଣିରେ...
କେହି ଜଣେ ମୋ ଆଖିକୁ ପଢ଼ି କହିଲା ବାବୁରେ କବିତା କ'ଣ ଆଜିକାଲି ରହୁଛି ଗାଁରେ । ଫୁଲ ବନରେ ? ତାର ଠିକଣା ଖୋଜିବା ମନା ତୋତେ ତା'ବାଟକୁ...
ସବୁ କିଛି ତାର ଲାଗଇ କାମେ, ତା'ଠୁ ଆସ କିଛି ଶିଖିବା ଆମେ ।
ହାତ ଛାଡ଼ି ଦେଇ ମୁରୁକି ହସି, ଲଥ୍ କରି ସିଏ ପଡ଼ୁଛି ବସି ।
ଥପ ଥପ ପଡେ଼ ଶିଶିର ଘାସ ପତର ପରେ, ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି ବଡ଼ ଆବେଗ ଭରେ ।
ଜାଣି ମୁଁ ନ ଥିଲି ମିଛେ ଭଲପାଇ ମୋ ସ୍ଵପ୍ନକୁ ଭାଙ୍ଗିଦେବ ଭଙ୍ଗାସ୍ୱପ୍ନେ ଆସି ମୋ ହୃଦୟେ ରହି ଏତେ ଯେ ଯାତନା ଦେବ ।
ଗଣତନ୍ତ୍ରରେ ବିଶ୍ୱାସୀ ତଥା ପଡେ଼ାଶୀରାଜ୍ୟ ସହ ସଦ୍ଭାବନା ଓ ମୈତ୍ରୀ ସ୍ଥାପନାରେ ଦୃଢ଼ବିଶ୍ୱାସୀ ଏକ ବଣିକ ଜାତିକୁ ଆକ୍ରମଣ କରି ନୃଶଂସହତ୍ୟାଦ୍ୱାରା ପୁରୁଷଶୂନ୍ୟ କରିଥିବା ଲୁଣ୍ଠନକାରୀ ଅଶୋକ ନାମକ ରାଜାକୁ...
ଆପଣଙ୍କ ମତାମତ