ଆଲୋଚନା ପରେ ସମସ୍ତେ ରାଜି ହେଲେ ଯେ ତଫସିଲଭୁକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିବ ନାହିଁ ।
ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକରେ ଡଃ. ଆମ୍ୱେଦକରଙ୍କର ଏହିଭଳି ମତକୁ ଗାନ୍ଧିଜୀ ଖଣ୍ଡନ କରି ସତର୍କ କରି ଦେଇଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତଫସିଲ ଜାତିଙ୍କୁ ହିନ୍ଦୁଙ୍କଠାରୁ ଅଲଗା କରିବାର...
ସରକାରଙ୍କୁ ଆଗରୁ ନୋଟିସ ଦେଇ ଅଗଷ୍ଟ ୮ ତାରିଖ ଦିନ ଗୋଲକ ବିହାରୀ ମହାରଣାଙ୍କ ନେତୃତ୍ୱରେ ଦଳେ ସତ୍ୟାଗ୍ରହୀ ସ୍ୱରାଜ ଆଶ୍ରମ ଦଖଲ କରିବାକୁ ଗଲେ ।
ଗାନ୍ଧିଜୀ ଶେଷରେ ବିଫଳ ହୋଇ ଭାରତକୁ ଫେରି ଆସିଥିଲେ ।
ଅଭ୍ୟର୍ଥନା କମିଟିର ସଭ୍ୟ ସଂଗ୍ରହ ସାଙ୍ଗେ ସାଙ୍ଗେ ସ୍ୱେଚ୍ଛାସେବକ ବାହିନୀଙ୍କୁ ଶ୍ରୀମତୀ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ତାଲିମ ଦେବା କାର୍ଯ୍ୟରେ ଲାଗିଥିଲେ ।
ନୂତନ ଓଡ଼ିଶା ୧୯୩୬ ମସିହା ଜାନୁୟାରୀ ୨୧ ତାରିଖରେ ଘୋଷଣା କରାଗଲା ଓ ଏପ୍ରିଲ୍ ପହିଲା ଦିନ "ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ" ଗଠନ ଉଦ୍ଘାଟନ କରାଗଲା ।
ଓଡ଼ିଶାବାସୀ ୯ ବର୍ଷ ଅପେକ୍ଷା କରିଥିଲେ ଆହୁରି ବହୁ ଓଡ଼ିଆଭାଷୀ ଅଞ୍ଚଳକୁ ହରାଇବାକୁ ପଡ଼ିଥାନ୍ତା ।
ଉତ୍କଳ ଗୌରବ ମଧୁସୂଦନ ଓ ପାରଳାଖେମୁଣ୍ଡି ମହାରାଜାଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀଧର ମହାନ୍ତି, ଭୁବନାନନ୍ଦ ଦାସ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭିକାରୀ ଚରଣ ପଟ୍ଟନାୟକ, ସତ୍ୟନାରାୟଣ ସେନଗୁପ୍ତ ଓ ବିଶ୍ୱନାଥା...
ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ଏହି ଦୁଇଜଣ ଅଣକଂଗ୍ରେସ ସଭ୍ୟ ଉତ୍କଳ ସମ୍ମିଳନୀର ବ୍ରଜସୁନ୍ଦର ଦାସ ପ୍ରମୁଖ ଅନ୍ୟ କେତେକ ସଭ୍ୟ ପାଟନା ଯାଇ ସାଇମନ କମିଶନଙ୍କୁ ଭେଟି...
ଆପଣଙ୍କ ମତାମତ