ଖାକି ପୋଷାକ ପିନ୍ଧୁଥିବା ଏହି ପାହାଡ଼ୀ ନେପାଳୀ ଗୌରବର୍ଣ୍ଣର ସୁଠାମ ଯୁବକ ଜଣକ ପ୍ରଥମ ସାକ୍ଷାତକାରରେ ହିଁ ମୋର ମନ କିଣି ନେଇଥିଲା ।
ଉକ୍ତ ଟଙ୍କା ପାଇଁ ସେମାନେ ମନଖୁସି ରେ କିଛି କିଣା କିଣି କରି ପକେଇଲେ ଏବଂ କିଛି ତାଙ୍କ କରଜ ସୁଝି ଦେଲେ ।
ଆମରି ପେଟରୁ, ଅଣ୍ଟାରୁ ପଇସେ, ପଇସେ କାଟି ବୁଢ଼ା ଏତକ ସଞ୍ଚୟ କରିଥିଲା । ଶେଷ ବେଳ କୁ ପାଟି ପଡ଼ିଯିବାରୁ କିଛି କହି ପାରିଲା ନାହିଁ । ଦୟାକରି...
ଶେଷରେ ନିରାଶ ହୋଇ ନିଜର ସ୍ଥିତି କୁ ଅନାଦି କାଳ ର ରାମାୟଣ ର ସେହି ମାତା ସୀତାଙ୍କ ସହ ତୁଳନା କରେ ।
ମଣ୍ଡା, ଚକୁଳି ଚିତଉ ଯାହା ପାଇଁ ଲୋଭ ବଳିଲା ସାଙ୍ଗେ ସାଙ୍ଗେ ଘୁମରେ ହାତ ପୁରେଇ ବାହାର କରି ଆଣ କରିବେ ଶିଳରେ ।
ନବଜାତ ଶିଶୁକନ୍ୟାଟିର କୁଆଁ କୁଆଁ ରଡ଼ିରେ କମ୍ପି ଉଠୁଥିଲା ଏନ୍ତୁଡ଼ିଶାଳ, ଆଉ କମ୍ପୁଥିଲା ଅସୁରର ଛାତି ।
ଆଞ୍ଜୁଳି ଚାଉଳ ବେଳେ ବି ନଥିଲୁ ଆଉ ବର ଘରୁ ବାହାରିଲା ପରେ ପରା ମାଠୁ କ୍ଷୀର ପିଇ ଯାଆନ୍ତି, ତୁ ସେତେବେଳେ କୁଆଡେ଼ ଯାଇଥିଲୁ
ସେ ଉଠିପଡ଼ି ଏମିତି ବାଗରେ ତାର ଧୋତିଟିକୁ ଝାଡ଼ିଲା ଯେପରି ଅତୀତ, ଭବିଷ୍ୟତ, ବ୍ୟସ୍ତତା, ଗୁରୁପଣ, ସମାଜ ଓ ସମୟ ସବୁକୁ ନିଜ ଦେହରୁ ଝାଡ଼ିଝୁଡି ଦେଲା ଓ ପଛକୁ...
ବୁଢୀର କଥା ଶୁଣିବାକୁ କାହାର କାନ ଥିଲା । ବୁଝା ପଡିଲା ନାହିଁ ବୁଢୀ ଏ କଲ୍ୟାଣ ଡାକବାବୁଙ୍କୁ ନା ଡାକଘରକୁ କରୁଛି ।
ଆପଣଙ୍କ ମତାମତ