ବର୍ଷା କାହିଁକି ଝରିଯାଏ ଝର୍କା ସେପଟେ, ଖାଲି କଣ ଭିଜାଏ ବତୀ ଖୁଣ୍ଟ ଖୋଲା ବଗିଚା?
କିଏ ଏହି ଲାସ୍ୟମୟୀ କଣ ତା'ର ଅତୀତ
ଏ ପୁରୁଷ ପ୍ରାଧାନ ସମାଜ ଯେତେ ଦିନ ଯାଏ ନିଜର ନଜର ବଦଳାଇ ନ ଥିବେ, ସମାଜ ର ସ୍ଥିତି ବଦଳିବା କଷ୍ଟ । ଆମକୁ ଝିଅଙ୍କ ନାମ ନୁହେଁ...
ସମୟର ଅଳନ୍ଧହୁ ଲାଗିଯାଏ କେବେ କେବେ ଧୂଳି ଜମିଯାଏ ନିତିଦିନ ଜୀବନ କଷଣେ ତଥାପି ଝାଡି ପୋଛି ଚକ-ଚକ କରି ହୁଏ ଗୋଟେ ମୁହୂର୍ତରେ ।
ପ୍ରଜାପତି ଉଡି ଆସେ ପାଇ ଅନେକ ରଙ୍ଗ ଆଉ ସୁଗନ୍ଧିତ ରସ
ଗୋଟିଏ ମାଲ ଗାଡି, ବାଙ୍ଗାଲୋରରୁ ଆସୁଥିବା ଟ୍ରେନ ଓ କରମଣ୍ଡଳ ଏକ୍ସପ୍ରେସ ପରସ୍ପର ସହ ଧକ୍କା ହୋଇଛି ।
କବି ମରିଯାଏ ଆପଣା ଛାଏଁ କଲମ ଗଲେ ଶୁଖି
ଦୀପ ଲିଭି ଗଲା ପରେ ସେମାନଙ୍କ ଜୀବନକୁ ବିଶ୍ଳେଷଣ କରି କେତେ କଥା ଶିଖି ଜୀବନ ବଞ୍ଚିବାକୁ ପଡିବ-ସେକଥା ଭାବି ଭାବ ବିହ୍ଵଳ ହେଉଥିଲି ମୁଁ....!
ସନ୍ଧ୍ୟାରେ ସ୍ଵାମୀ ଘରକୁ ଫେରୁ ଫେରୁ ମନ୍ତବ୍ୟ ଦେଇଥିଲେ, “କଣ କଥା କି ଆଜି ! ମୁହଁ ଟା ଭାରି ଉଜ୍ଜଳ ଦିଶୁଚି, ବହୁତ ସୁନ୍ଦର ଦିଶୁଚ ! ବିଉଟି...
ଜୀବନଟା ଏମିତି ବିତିଯାଏ କେବେ ଭୂଲ ଆଉ ଠିକ ର ତରାଜୁ ରେ ନିଜକୁ ବ୍ୟବସ୍ଥିତ କରୁ କରୁ ।
ଛାଇ ନିଦ ଯେବେ ବନିଯାଏ ସାଥି ରାତିସାରା ଆଉ କଥା ହୁଅନ୍ତି ଆକାଶର ଅଗଣିତ ତାରା ।
ତୁ କହିଲୁ, “ଚାଲ ଭିଜିବା ବର୍ଷାରେ, ଦେଖିବା ଇନ୍ଦ୍ରଧନୁ, ସଜାଇବା ସ୍ଵପ୍ନର କୁଟୀର !
ସରିତା ଛିଡା ହୋଇ ଥିଲା ନିର୍ବିକାର ଭାବେ ତାର ଏଇ ସଦ୍ୟ ଲଣ୍ଡା ମୁଣ୍ଡ ନେଇ । ତାର କଳା ମଚ ମଚ ଘନ କେଶ ର ବେଣୀ ଟି...
ମୃତ୍ୟୁ କଣ କେବେ ନିରବୀ ପାରେ ଶାଶ୍ୱତ ଓ ଅମର ପ୍ରେମକୁ? ଚିରନ୍ତନ ଯଜୁଲ୍ୟମାନ ଚିନ୍ତାଧାରା କୁ !
ଜେଜେମା ର ହାଣ୍ଡିଶାଳ କେତେ ଟିପ୍ସ କେତେ ରନ୍ଧନ କୌଶଳ ତା ଭିତରେ କେତେ ଜୀବନ ଦର୍ଶନ, କେତେ ରାସ୍ତା ଚାଲିବାର ଉପାୟ ଆପଣେଇ ପାରିଲେ ପରଷିବା ଢଙ୍ଗ ହୁଏ...
ଶାଢୀଟେ ଢଙ୍ଗରେ ପିନ୍ଧି ଶିଖିନି ପଲ୍ଲୁ ପଡିନି ଭାଙ୍ଗ ହୋଇ ନା କୁଞ୍ଚ ଠିକ୍ ଜାଗାରେ ବୋଲାଏ ଭାରି ଗାଉଁଲି ତା ଦେହରେ ସେ'କି ପାରୁ ନାହାନ୍ତି ଆଖି ଢାଙ୍କିଛି,...
ପାରୁଛୁ ତୋ ସାଜ "ସ୍ଵୟଂ-ସିଦ୍ଧା" ରଖ ତୋର ଦିବ୍ୟ ପାଦ ସବୁରି ଉର୍ଦ୍ଧରେ
ଛାପ ସ୍ପଷ୍ଟ ଦିଶେ- ଜଣେ ସ୍ଵାଧୀନତା ସଂଗ୍ରାମୀର ।
ନୀରବରେ ଦେଖୁଥିବୁ ଆଉ ସାକ୍ଷୀ ହୋଇ ରହିଥିବୁ ଆଉ କେହି ବୁଝୁ କି ନ ବୁଝୁ, ତୋ ଆଉ ମୋ ଯୋଡି କେଇ ଯୁଗର ।
ଏକ ଆହତ ମନ ନେଇ ମୁଁ ଟ୍ରେନ୍ ଆସିବା ପରେ ଚଢି ଯାଇଥିଲି ସତ, ମନ ମୋର କିନ୍ତୁ ଆରତୀ ର ଅବସ୍ଥା କୁ ବିଶ୍ଳେଷଣ କରୁଥିଲା । କିଏ...
ତାର ସାକ୍ଷୀ ଆକାଶ, ବାଦଲ ମେଘ, ପବନ ଓ ମୁକ୍ତ ପକ୍ଷୀ ।
ମୁଁ ଘରେ ସବୁଠୁ ବଡ ପିଲା, ସାନ ଭଉଣୀ ଦୁଇ ଜଣ ପଢୁଛନ୍ତି, ଅତଏବ ମୁଁ ଏ ସବୁ ବୁଝା ବୁଝି କରୁଛି, ଖାଲି କଣ ପୁଅ ବା ଜ୍ଵାଇଁ,...
ରାତି ପରେ ରାତି ବନିବା ସଶକ୍ତା ଜଳୁଥିବା ହୁତ-ହୁତ ନିଆଁ ରେ ସେକିବା ବଞ୍ଚାଇ ଦେବା ମୃତ ଶିଶୁ ଶୋଷି ନେବା ଜୀବନ୍ତ ଦେହରୁ ରକ୍ତ ।
ପୁଣି ଖୋଜା ହେବ, ବାହାରିବ ଝଡ଼ା ଝୁଡି ହୋଇ ତା ପରେ ପୁଣି ଇଷତ ରଙ୍ଗ ବି ଲାଗିବ ନ ହେଲେ କେମିତି ସତେଜ ଦିଶିବ କହିଲ ମଞ୍ଚ ଉପରେ...
ଝରକା ଦଣ୍ଡ ପାଏ ପବନ ଟା ପାଇଁ ବନ୍ଦ ହୁଏ ଦିନ ଦିନ ଧରି ଆଖି କେବେ ଝରକା ଡେଇଁ ରାସ୍ତାରେ ବୁଲିଲେ ବର୍ଷେ ଅବିରତ ଗାଳି ।
କିଏ କେବେ ଝାଙ୍କିଛ ଚନ୍ଦ୍ରମୂଖୀର ହୃଦୟ ଭିତରକୁ ? ଛାନ୍ଭିନ୍ କରିଛ ଦେବଦାସ ପାଇଁ ସାଇତା ପ୍ରେମକୁ ? ଜୀବନ ବଞ୍ଚିବାର ସହଯୋଗକୁ, ଆମ୍ରପାଲିର ଦ୍ୱାର ଏବେବି ଖୋଲା ଯତ୍ନ...
ପିଲାଏ ପଢି ସାରିଲେଣି, ସେ ଶୁଣିନି ଭଲରେ କି କାହାର ଭୂଲକୁ ସୁଧାରିବାକୁ ଚେଷ୍ଟା ବି କରିନି । ତାର ଏଇ ମାତୃତ୍ଵ ଆଉ କର୍ତବ୍ୟ ଭିତରେ ଯୁଦ୍ଧରେ ଉଭୟ...
ହାତର କଲମ ଖଡ୍ଗ ସାଜିପାରେ ବହି ଓ କାଗଜ ଯୁଦ୍ଧ ଭୂମି ସାଜେ ଦିବ୍ୟଚକ୍ଷୁ ତାହା ଦେଖିପାରେ ।
ଅଟକି ଯାଏ ଦୁନିଆ, କଲମ, ଭାବନା ଆଉ ଝର ଝର ଝରୁ ଥିବା ସୃଜନଶୀଳ ଝରଣା ।
ଏବେ ବଢିଲା ବୟସରେ, ଅଜ୍ଞ ମୁଁ , ମନେ ପକାଇ ବୁଝିପାରେ- ତାକୁ ରୁଚେନି ଯାହା ଆମର ପସନ୍ଦ । ଠିକ୍ ଯେମିତି ତରଳ ପଦାର୍ଥ ପସନ୍ଦ ତା' ରୂପ...
ଚାରିପାଦର କଳ୍ପନା ପସରା ମେଲାଇ ଆଗକୁ ଠୁକୁ ଠୁକୁ ଚାଲିବାର, ମନ୍ଥର ଗତିରେ ଆକାଶକୁ ଛୁଇଁବାର ନିଶା ଦ୍ରୁତଗାମୀ ସହଯାତ୍ରୀଙ୍କ ସଫଳତା ଆଗେ ଫିକା ପଡ଼େ, ଅଦମ୍ୟ ସାହସ ।
କ୍ୟାମରା ବି ଆଖି ଭଳି, ମାତ୍ର ସେ କଣ ପରଖି ପାରେ? ଖଟାଏ ବିବେକ ?
ଆଖିରେ ପିନ୍ଧାଏ ରଙ୍ଗୀନ ଚଷମା କୋଇଲିର ମିଠା ସୁର ଆଣେ ଜୀବନରେ ଅନେକ ପ୍ରେରଣା ବର୍ଷରେ କେଇଦିନ ?
କଣ୍ଟା ଫୁଟି ଗଲେ, ବହିଯାଏ ରକତର ନଦୀ । ନୁହେଁ ଗୋଲାପର ଶଯ୍ୟା, ଅନେକ କହନ୍ତି ।
ପବନ ! ବି ପହଞ୍ଚି ପାରିନି ମୋ ପାଖେ, ମୁଁ ହସୁଛି ତାର ଉଚ୍ଚତାକୁ ଦେଖି ।
ଓଢ଼ଣୀ, ପଡ଼ିଲେ ଦେହେ, ସାଥେ ଆସେ ଲଜ୍ଜ୍ୟା ଓ ଯୌବନ । ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ, କେବେ ପ୍ରଲୋଭନ ।
ସମସ୍ତେ ତ ଦେଶଭକ୍ତ , ପତାକା ଛାତିରେ , ଗାଡି ଆଉ ଅଫିସ ଟେବଲ ସଜେ, କାହା ଲୁହ ଲହୁ ଝାଳରେ ?
ମାତ୍ର ଝଡ ପଶିଆସି ଅସ୍ତବ୍ୟସ୍ତ କରିଗଲା ମୋ ସଜଡା ବହିଥାକକୁ ପୃଷ୍ଠା ପୃଷ୍ଠା କରି ଲେଉଟାଇ !
ପାକୁଆ ପାଟିରେ ତା ଦୁନିଆ ବନ୍ଦ ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ କେତେ ଅନୁଭୁତିର ଗପ ଆଉ ପେଡି ପେଡି ଶବ୍ଦ ।
ଲୁହ ଆସେ ହସର ଛଦ୍ମବେଶେ ଖୁସି ରହିବାର, ଅସ୍ତିତ୍ଵକୁ ଖୋଜି । ନୀରବ ରହିବାକୁ ପଡେ, ସଭିଙ୍କ ମେଳରେ ହଜି ।
ରୋଗ ଶୋକ ଦୁଖ ହଜିଯିବେ ଦୁନିଆରୁ ଦୂସପ୍ନ ସାଜି ମୋର ବୋଲି ଦାବିକରି କେହି ମାରିବେନି ବାଜି ............
ଏକାକୀ ପାହୁଥିବା ଅସରନ୍ତି ରାତି ନୀରବତାର ଉଷ୍ମ ତାତି ମାପି ଚୁପି ପାଦ ବଢାନ୍ତି ମୋ ଦ୍ଵାର ବାରଣ୍ଡାକୁ |
ସ୍ଵପ୍ନରେ ମସଗୁଲ ନୟନରୁ ନିଦ୍ରା ପରି ହଜେ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଗରେ । କେତେବେଳେ କର୍ତ୍ତବ୍ୟ ଆଢୁଆଳେତ କେବେ ସମାଜର ଦ୍ଵାହି ୟା ଭିତରେ ସୃଜନଶୀଳତା ପୁଣିଥରେ...
ସମୟ ! ତୁମ ଆଉ ମୋ ଭିତରେ ଅସୀମ ବବଧାନ ଘୁଞ୍ଚି ଚାଲିଛି ଦୂରକୁ ଦୂରକୁ ।
ତୁମେ କିନ୍ତୁ, ଜୀବନର ଧାରା ଯାହା ବରଷା ଏ ଅମୃତ ପିଆଲା,
ଶିଳ୍ପୀର କଳ୍ପନା ଅତୁଲ୍ୟ ପ୍ରୟାସ ଫୁଟାଏ ପ୍ରାଣ ପ୍ରତିଟି ସ୍ପନ୍ଦନେ ପାଷାଣର କୋଣ ଅନୁକୋଣେ ।
ବସି ଯିବାକୁ ଚାହେଁ ତୁମ ସାଇକେଲ ଆଗେ ବୁଲି ବଜାରକୁ,ଆତ୍ମାଭରି ଖାଇବାକୁ ହରି ଦୋକାନର ସେଇ ବରା ଗୁଲଗୁଲା ପୁଣି ।
ଧର୍ମଗୁରୁ,ବଡପଣ୍ଡା,ସଂସାର ରକ୍ଷକଙ୍କ ହୃଦୟ ନ ଛୁଇଁ, ନ ଦୋହଲାଇ ତାଙ୍କ ପାଷାଣ ମନକୁ.... ଆନ୍ଦୋଳିତ ନ କରି ଅନ୍ତର ଆତ୍ମାକୁ... ।
ବଞ୍ଚାଇବା କଠିନ ସାଜୁଛି, ବଞ୍ଚିବା ବି ସେ ପାଇଁ ମନ ଓ ବିବେକ ଖେଳନ୍ତି ଲୁଚକାଳି ଖେଳ ।
ଓଠରେ ସ୍ମିତହାସ୍ୟ, ଅନ୍ତରର ହାହାକାର, ନୀରବ ନିସ୍ତବ୍ଧ । ଭିତରେ ବଇଶାଖୀ ଝଡ ଗଳା କିନ୍ତୁ ରୁଦ୍ଧ, ଶବ୍ଦ ବିନା ।
ସେପାରି ରେ ଥାଇ ଦେଉଥା ପ୍ରେରଣା ନିତି କରିବାକୁ ଭଲ କରମ ।
ଆପଣଙ୍କ ମତାମତ