ନିଜ ଚାଳକୁ ନଥାଏ ଛଣ କିନ୍ତୁ ପ୍ରଭୁଙ୍କୁ କରନ୍ତି ଜଣାଣ ଆଉକିଛି ଲୋଡା ନାହିଁ ପ୍ରଭୁ ସୁରକ୍ଷିତ ଥାଉ ଛାମୁଙ୍କ ଆସନ
ଗୁଲାମିଗିରି କରୁଥିବା ଯାଏ ବାଃ ବାଃ କହି ପିଠିକୁ ଦେବେ ଥାପି। ଭିତରେ ପୁରେଇ ବତୁରାଇ ଦେବେ ଯଦି ଖୋଲିଦିଅ ଥରେ ପାଟି।
ମୋ ମନ ମାନଚିତ୍ରକୁ ବିଭକ୍ତ କରିଦେଲ ଜୀବନରେ ଆସି ବିଷୁବ ରେଖା ପରାୟେ, ଏ ଜୀବନ ଭୂଗୋଳ ପୋଥିରେ ତୁମେ ରହିଅଛ ତୁମ ମୁହଁ ଉଙ୍କିମାରେ ଅକ୍ଷାଂଶରୁ ଦ୍ରାଘିମା ଯାଏ...
ପପକର୍ନ ଖାଇବେ ପଚାଶ ଦେଇ, କିନ୍ତୁ ପାଞ୍ଚ ଟଙ୍କାର ମକାକୁ ମୂଲଚାଲ।
ଥିଲି ପୁଷ୍ପ ଉଦ୍ୟାନର ମାଳି ମୁଁ ନିସ୍ୱାର୍ଥେ ଅହରହ ଯତ୍ନ ନେଉଥିଲି, ବାସ୍ନା ବାରୁଥିଲି, ରଙ୍ଗ ବାରୁଥିଲି, ହେଲେ ମହୁର କେବେ ସ୍ପର୍ଷ ପାଇନଥିଲି।
ନାରୀ ମାରି ପାରେ, ନାରୀ ତାରି ପାରେ ସେ ନୁହେଁ ଅବଳା ଦୂର୍ବଳା ।
ସହସା ବଜ୍ରାଘାତ ପ୍ରାୟ ବିକଟାଳ ଗର୍ଜନ କରି ମାଡ଼ି ଆସିଲା ଅଦୃଶ୍ୟ ରକ୍ତ ପିପାସୁ ରାକ୍ଷସ। ଆଖି ପିଛୁଳାକେ ଶୋଷି ଦେଇଗଲା ଶତାଧିକ ଯାତ୍ରୀଙ୍କ ରକ୍ତ ଦଳିଦେଲା ଭାବି ଶୁଖିଲା...
ଆଜିବି ସେମିତି ମୋଡୁଛନ୍ତି ନିଷ, କୁହନ୍ତି ନିଜକୁ ମଣିଷ ହେଲେ ମଣିଷ ପଣିଆ ମାରି ଯାଇଛି। ଅନ୍ୟାୟ ଅନିତି ସବୁ ଦେଖି ତଥାପି ମୁଁ ନୀରବେ ରହିଛି କାରଣ "କହିଲେ...
ବିଦେଶରେ ତ ପାଠ ପଢିବେ, ନେତା ମନ୍ତ୍ରୀଙ୍କର ଛୁଆ । ଦେଶର ଶିକ୍ଷା ବ୍ୟବସ୍ଥା ପାଇଁକି, ସେ ଧ୍ୟାନ ଦେବେ ଅବା କିଆଁ ।
ଆସିଥିଲୁ ଦିନେ ଏ ଧରାକୁ ତୁ କେବଳ ନିଶ୍ବାସକୁ ସାଥେ ନେଇ, ଗଲାବେଳକୁ ସେହି ନିଶ୍ବାସ ଟି ମଧ୍ୟ ଶୂନ୍ୟେ ଯିବ ଲୀନ ହୋଇ ।
କାନ୍ଥ ଆଇନାରୁ ସିନା ଲିଭିଗଲା ସେହି ପ୍ରତିଛବି ଟି ତୁମର, ହେଲେ ମନ ଆଇନାରେ ଆଜି ଉଙ୍କି ମାରୁଥିବା ପ୍ରତିବିମ୍ବ ଟି କାହାର?
ମନ ଖୋଜୁଛି ଅହରହ ଆଜି ସେଇ ପୁରୁଣା ଦିନର ମିତ, ତୋ ବିନା ତୁଚ୍ଛ ଲାଗେ ଜଗତ, ତୁ ଫେରିଆ ରେ ଅତୀତ।
କି ପ୍ରକାର ଦେଶ ଇଏ ? ଜେଉଁ ଦେଶେ ଆଜି ଅନାଥ ଛୁଆଟି ଭିକ୍ଷା ମାଗି ମାଗି ରାସ୍ତା କଡ଼ରେ ବୁଲୁଥାଏ, ସେହି ଦେଶେ ପୁଣି କୁକୁର ଛୁଆଟି ଏସି...
ବାବୁରେ ଏବେ ସରି ଆସିଲା ତୋ ବେଳ, ପୂର୍ବ ପୁରୁଷଙ୍କ ଗୁପତ ଧନକୁ କରିସାରିଲେଣି ଖୋଳ ।
ଆପଣଙ୍କ ମତାମତ