ଆବଶ୍ୟକ ସ୍ଥଳେ “ସଡକ ସୁରକ୍ଷା, ଜୀବନ ରକ୍ଷା ସ୍ଲୋଗାନ୍” ପରି “ଖାଦ୍ୟ ସୁରକ୍ଷା, ଜୀବନ ରକ୍ଷା” ସ୍ଲୋଗାନ୍ ପ୍ରସ୍ତୁତ କରି ସଚେତନ କରାଇବା ପାଇଁ ସରକାରଙ୍କୁ ଅବଗତ କରାଯାଉ
ମୁଁ ସମୁଦ୍ରଠାରୁ ଜିଇଁବାର କୌଶଳ ଶିଖିଛି- "ଚୁପଚାପ୍ ବହିବା ଓ ନିଜ ମଉଜରେ ରହିବା" ।
ନବଦିନାତ୍ମକ ପୂଜାବିଧି ଅନୁଯାୟୀ ଖାଦ୍ୟ-ସଚେତନ ରହି ମାଆ ଦୁର୍ଗାଙ୍କର ନବରୂପକୁ ଆରାଧନା କରାଯାଏ ।
ପ୍ଲାଷ୍ଟିକ୍-ମୁକ୍ତ ଦେଶ ଗଠନ ପାଇଁ ସମସ୍ତଙ୍କ ଅବଦାନ ଜରୁରୀ । ଆବଶ୍ୟକସ୍ଥଳେ କଡା ଆଇନ୍ କାନୁନ୍ ପ୍ରଣୟନ ହେବା ଆବଶ୍ୟକ । ଆମ ଉତ୍ତର ଦାୟାଦଙ୍କୁ ଏହା ହିଁ ଆମର...
ଭଗବାନ୍ଙ୍କ ସୃଷ୍ଟି ସତ୍ୟ ଶିବ ସୁନ୍ଦର ଅନୁସାରେ ଆଧାରିତ । ପ୍ରକୃତ ଉଦ୍ଧେଶ୍ୟ ନବୁଝି ଭାଗ୍ୟକୁ ଦେବା ଅଜ୍ଞାନତା !
ମଣିଷ ଭିତରେ ନୀଳବର୍ଣ୍ଣ ଶୃଗାଳ, ଜୋକ କିମ୍ବା ଝିଟିପିଟି ପରି ଜୀବମାନେ ସକ୍ରିୟ ହୋଇଉଠିଛନ୍ତି କି ଯେଉଁଥିପାଇଁ
ଧର୍ମ ଆମର ଅଭିମାନ, ଗୌରବ ବହନ କରୁ । କଳଙ୍କର ଦାଗ ନବସୁ ଆମ ସଂସ୍କୃତିରେ । ଏସବୁର ବିଭ୍ରାଟ ମଣିଷ ଭିତରର ଆସ୍ଥାକୁ ମାରି ନଦେଉ ।
କଥାଛଳରେ କହେ- ସେ ନିଷ୍ଠାର ସହ ପାଳିଥାଏ ନିର୍ବାଚନ ପର୍ବ । ସେତେବେଳେ ସୁନାମର ଚାହିଦା କାହିଁରେ କଣ !
ଏଠି ବ୍ୟକ୍ତି ଗୋଷ୍ଠୀ ମାଧ୍ୟମରେ ସୁବିଧା ଲୁଟୁଥିବାରୁ ନା ବ୍ୟକ୍ତି ନା ଗୋଷ୍ଠୀ କେହି ପ୍ରତିବାଦ କରିବେ ନାହିଁ ।
କୂପ ମଣ୍ଡୁକ ପରି ମଣିଷର ଅବସ୍ଥା ଆଜିକାଲି! ପ୍ରଜାପତି ପରି ସାଧନା କାହିଁ ତା ଭିତରେ! ସଂକୁଚିତ ପୃଥିବୀରେ ନିଜକୁ ହୀନମନା କରିଦେଲେ ଦୁର୍ଲ୍ଲଭ ଜୀବନଟି ନିରର୍ଥକ !
ଜନସାଧାରଣ ପାଞ୍ଚ ବର୍ଷରେ ଥରେ ମତଦାନ କରିସାରିଲା ପରେ ଭକୁଆ ପାଲଟିଯାଆନ୍ତି ।
ମାନବତାର ପରିଭାଷା କ'ଣ ଏତେ ପରିମାଣରେ ବଦଳିଯାଇଛି ଯେ ଆମେ କଂସେଇ ପାଲଟିଯାଇଛୁ ନିଜ ରକ୍ତ ମାଂସ ଝୁଣି ଖାଇବାକୁ
ଏ ଲାଏ କ୍ୟାନ୍ ଟ୍ରାଭେଲ୍ ହାଫ୍ ୱେ ଆରାଉଣ୍ଡ ଦ ୱାର୍ଲ୍ଡ ହ୍ୱାଇଲ୍ ଦ ଟ୍ରୁଥ୍ ଇଜ୍ ପୁଟିଂ ଅନ୍ ଇଟ୍ସ ସୁଜ୍
ପଶୁମାନଙ୍କଠାରେ ମାନବିକତାର ପରିସ୍ଫୁଟନ ସାମାଜିକ ଗଣମାଧ୍ୟମରେ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି! ମଣିଷ ନିଜ “ମଣିଷପଣିଆ” ପ୍ରମାଣିତ କରିବାରେ ପଶୁମାନଙ୍କଠାରୁ ପଛୁଆ ହୋଇ ନରହୁ
ଆଜି ବି ଧୃତରାଷ୍ଟ୍ରମାନେ କ୍ଷମତା ଲୋଭରେ ଯେକୌଣସି ଅନୀତି ଅନ୍ୟାୟରେ ଲିପ୍ତ । ନିଜ ଗାଦି ବଞ୍ଚାଇବା ପାଇଁ ଅନୀତି, ଅନ୍ୟାୟ ପଥର ଯାତ୍ରୀ । ଗାନ୍ଧାରୀମାନଙ୍କ ଆଖିରେ ସନ୍ତାନ...
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ରାଧା ରାଗରେ କହିଲା- ନିଆଁ ପୋଇଁବାକୁ ଭଲପାଇବୁ, ହେଲେ ଦିଆସିଲି ହଜେଇଦବୁ, ଏ କି କଥା ! ସବୁନାଟର ଗୋବର୍ଦ୍ଧନ ତୁ !
ମାନବିକତାର ତିନୋଟି ଭିନ୍ନ ସ୍କେଚ୍
କଥା କଣ ? ଆଜି ଆଇନାରେ ନିଜ ମୁହଁକୁ ଖୁବ୍ ଧ୍ୟାନର ସହିତ ନିରେଖୁଛ ?
ସମାଜ ପାଇଁ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ରହିଛି । ତେଣୁ ପ୍ରତିବାଦର ସ୍ୱର ଉଠିବା ଆବଶ୍ୟକ ।
ଆଉଯେବେ ନବଲ ବାବୁ ଆସିବେ କବାଟ ଖୋଲିବନି ।
ସେ ଏକାକିନୀ.. ତା' ଦୁଃଖ, କ୍ଲେଶ ଓ ଅସରନ୍ତି ଦ୍ୱିଧାଙ୍କ ମେଳରେ.. । ଅଥଚ ତା' ସଫଳତାରେ ଅନ୍ୟମାନଙ୍କ ଜିତାପଟ !
ସେ ଅଧିକାରରେ ଭକ୍ତ ପ୍ରତିବାଦ କରିବା ଶିଖୁ ନହେଲେ ମହାପ୍ରଭୁ ମଧ୍ୟ ନୀରବିଯିବେ । କାରଣ କର୍ମଣ୍ୟେବାଧିକାରସ୍ତେ ମାଫଳେଷୁ କଦାଚନ ।
ମାନେ ୟା’ଙ୍କ ଜାତିରେ ବି ମହିଳାମାନେ ହିଁ କଟାଯା’ନ୍ତି! !
ସେଇଠି ଥିବି ମୁଁ , କାଳକାଳ ଧରି, ଅପରିବର୍ତ୍ତିତ, ଅନାହୁତ, ଅବିଚଳିତ, ହୋଇପାରେ ଅବାଞ୍ଛିତ ବି।
ଚେୟାର୍ରେ ବସୁବସୁ ସନ୍ତୋଷ ମୋବାଇଲ୍ ବାହାର କଲା ଓ ଫେସବୁକ୍ ପ୍ରୋଫାଇଲ୍ରୁ ନିଜର ଲାଇକ୍-କମେଣ୍ଟ୍ସବୁକୁ ଖୋଜିବାରେ ଲାଗିଲା ।
ହଁ । ଆଜି ତୁମ ହସ ଖୁବ୍ ମିଠା ଲାଗୁଛି, ଠିକ୍ ତୁମ ଭଳି । ଫୋନ୍ରେ ତୁମେ ଏତେ ଭଲ ଲାଗୁଛ, ଆଉ ବାସ୍ତବରେ କେତେ ଭଲ ନ...
ଏ ସଂପର୍କର ସୂକ୍ଷ୍ମ ରଜ୍ଜୁଟି ଛିଣ୍ଡିନଯାଉ କିମ୍ବା ମୋ ମନତଳେ ଆପଣଙ୍କ ପ୍ରତି ଘୃଣା ସୃଷ୍ଟି ନହେଉ ସେଥିପାଇଁ ମୁଁ ମେଳାକୁ ଆଉ ଆସିବିନି ।
ଯେବେ ଜୀବନର ମୌଳିକ ଜିନିଷଗୁଡିକ ଠିକ୍ ସମୟରେ ମିଳିଯାଏ, ତେବେ କିଏ କାହିଁକି..
ହେ ଦୁଷ୍ଟମାନେ ! ଜଣେ ଆଉଜଣକୁ ମାରିବା ପିଟିବା କୋଉ ଖେଳରେ ଯାଏ ?
କିଛି ମଣିଷଙ୍କ ମଣିଷ ହେବାର ଯୋଗ୍ୟତା ନଥାଏ । ପଶୁ କି ପକ୍ଷୀ ହେବାର ବି ନଥାଏ ..!! ନଥାଏ ବି କୀଟ ହେଇ ଜନ୍ମ ନେବାର । ଏମାନଙ୍କୁ...
ଦୁଇମାସ ପରେ ଖବର ପାଇଲି ..ସେ ଧର୍ମ ପରିବର୍ତ୍ତନ କରି 'ନନ୍' ହୋଇଯାଇଥିଲା
ସେହି ମୂର୍ତ୍ତିକାର( ଶିଳ୍ପୀ) ମାନେ ହିଁ କାରିଗର, କାରିଗର ତୋ-ମୋ ପରି ମଣିଷ ଅଟନ୍ତି ।
କେବେ ରାଧା ହୋଇ ଦେଖ.. ଅଧା ବି ତୁମେ..ଆଉ ଅଧା ବି ସେ !
ପାଞ୍ଚାଳୀର ପଞ୍ଚ ପତି ଥାଇ ବି ସେ ଲାଞ୍ଛିତା ଋକ୍ତରେ ବେଣୀ ବନ୍ଧନ କଣ ପଞ୍ଚପୁତ୍ରଙ୍କ ଜୀବନ ବିନିମୟରେ !
ସେ ବୋଧେ ଛଳନା ପଢିପାରେନା ..ସତରେ କଣ ସେ ଆଖି ଚାରିକଡର ସ୍ନାୟୁରେ, 'ଭୟ' ଧାଉଁନଥିବ ! ଛାତିରେ କେହି କରତ ଚଳଉନଥିବ ! ବାଘ କିନ୍ତୁ ଛାଡିଯାଏ ଶିକାର,...
ହାତ ବଢାଇଲେ,ସେଇଠି ବିଷ ପୁଣି ସେଇଠି ପୀୟୁଷ!
କେମିତି ପାଲଟି ଯାଆନ୍ତି ଚନ୍ଦ୍ରପରାଗ ନିଜ ଅସ୍ତିତ୍ୱର ପୂର୍ଣ୍ଣମୀରେ! ଭ୍ରମକୁ ସାରା ଜୀବନ ଅଂଟିରେ ପୂରାଇ ଛାତିରେ ଜାକି ଧରି ମନକୁ ମିଛରେ ବୁଝାଇବାକୁ
ଯୋଉଠି ଜୀବନ ବଂଚିବାକୁ ଦିଏନି କି ମୃତ୍ୟୁ ଆଶ୍ଳେଷି ନିଏନି? ତାରି ଭିତରେ ଭାଙ୍ଗିହେବାଟା ହିଁ ଦୁର୍ଭାଗ୍ୟ!
କିଛି ଅଯଥା କୋଳାହଳରୁ ମୁହଁ ଫେରାଇ ଅନୁଭବ କଲି.. କୋଳହଳର ତୀକ୍ଷ୍ଣ ଛୁରିକା ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ତେବେ ବି ହଜାଇଦେବାର ଭୟରେ.. କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା ଜୀବନର ଅନ୍ୟନାମ ପରିବର୍ତନ !
ଚନ୍ଦନସମ ଶୀତଳତା ଭରିଦେଇ ମଥାରେ କୁଢେଇନେବାକୁ ଗୋଟେ ଜନ୍ମର ଅବଶେଷ ।
ଖାଲି କିଛି ସମୟ ବାକି ! ପାଣିର ସ୍ରୋତରେ ଭଉଁରି ପଡିବାକୁ ବେଶୀ ଡେରି ନାହିଁ !
ଛଳନାର ଅଳନ୍ଧୁ ଭିତରେ ଅପହୃତ ସତର କାନଭାସ୍ ଯେଉଁଥିରେ ରଙ୍ଗ ଭରେ ସେ ନିଷ୍କପଟ ସରଳ ମଣିଷଟା!
ନିଜକୁ କଣ ବୋଲି ଭାବିଛ ? ସେଥିପାଇଁ ତୁମକୁ ଚରମ ଶାସ୍ତି ମିଳିବ । ରାଜରାସ୍ତାରେ ହାତରେ ବେଡିପକାଇ ଚଲେଇ ଚଲେଇ ନେବି । ସାରା ସଂସାର ଦେଖିବ ତୁମ...
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ ! ସତ ମଣିଷମାନେ ଧର୍ମ ବଦଳାଇଲେଣି !
ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?
ତା ଭୁଲର ପ୍ରାୟଶ୍ଚିତ ରୂପେ ତାକୁ ଜିଜ୍ଞାସାକୁ ବିବାହ କରିବାକୁ ହିଁ ପଡିବ । କାରଣ ଜିଜ୍ଞାସା ୟା’ଭିତରେ କନସିଭ୍ କରିଯାଇଥିଲା ।
ଠିକ୍ ଅଛି ତୁମେ ନିଜେ କ୍ଷତାକ୍ତ ହେବାରେ ଯଦି ଏତେ ଜିଦ୍ ତାହେଲେ କହିଦେଉଛି ସେ ଅକୁହା ଅଧାବାକ୍ୟଟି.. ତାହେଲେ ମୁଁ ହୁଏତ ତୁମକୁ ବିବାହ କରିନଥାନ୍ତି । ଅନେକ...
ସଂସ୍କୃତି ଓ ପରମ୍ପରାର ବୋଝ ମୁଣ୍ଡାଇବାକୁ ମୁଁ ଉଚ୍ଚଶିକ୍ଷିତା ହୋଇନି ଅଂଶୁ । ମୋର ଗୋଟେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅଛି । ମୁଁ ଆଗକୁ ବଢିବାକୁ ଚାହେଁ । ପରିବାରର...
ଶୁଭ ଭାଇ.. ! ବିଳପି ଉଠିଲା ମୁକ୍ତା । ଏମିତି ଅଶୁଭ କଥା ତୁଣ୍ଡରେ ଧରି ମୋତେ ଆଘାତ ଦେବାକୁ ଚାହୁଛ ନା ?
ଦୀପକୁ ବେଶ୍ ସାଇତିଛି ସେ ପବନ ଭିତରେ ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି ମଣିଷ ମାଂସର ବାସ୍ନା !
କିଛି ଅସାଡପଣକୁ ସମୁଦ୍ରରେ ବିସର୍ଜି ଆସିଲି.. ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
ଅଭିଶପ୍ତ ସମୟଠୁ କଣ ନ୍ୟାୟ ମିଳିପାରେ!
ତା ପାଇଁ ଜୀବନଟା ଖାଲି ଗୁଡେ ବେପରୁୱା ଦୌଡ ।
ସୋଲ ପରି ଜୀବନ ସମୁଦ୍ରରେ ଯେ ଅହରହ ଭାସିପାରେ.. ହୁଏତ ସେ ହିଁ ବୁଝାଇଦିଏ ଜୀବନ ଜନ୍ମରେ ଭରେନି
ଲାଗୁଥିଲା ସେ ଛାଡିଆସିଛି ନିଜକୁ ଠିକଣାହୀନ ଲଫାପାରେ ଅଥବା ଫେସବୁକର କମେଣ୍ଟ ବକ୍ସରେ !
କ୍ଷମା କରି କରି ଭାଗ୍ୟ ବି ଥକିପଡିଥିଲା ବୋଧେ.. ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ ଏବେ ତୋ ହାତରେ..!
ଉପେକ୍ଷା ସହିତ ପ୍ରତୀକ୍ଷା ବି ମନତଳେ ଡହଡହ ଖରାତାତି ଭଳି ଚରି ଯାଉଥିଲା !
କଣ କହି ବହଲାଇ ଥାଆନ୍ତି ସବୁ ରଙ୍ଗ ବୋହିଗଲା ପରେ ! କୋଉ ପ୍ରତିଜ୍ଞା ଆଉ ମାଗିଥାନ୍ତି ସବୁ କଥାକୁ ମୋର ପାଦରେ ଦଳିଦେଲା ପରେ ! ଜୀବନକୁ ଖେଳ...
ତୁମେ ନାରୀମନର ସେ ବିକ୍ଷିପ୍ତ ଚିତ୍କାରକୁ ବୁଝିପାରିବନାହିଁ, ଯାହାପାଇଁ ପ୍ରତିଟି ମୁହୂର୍ତ୍ତରେ ସେ କ୍ଷୁର୍ଣ୍ଣ ହୁଏ । ତାର ସୁଖୀହେବାର ଅଧୀକାର ବି ଛଡାଇ ନିଆଯାଏ ତାଠାରୁ । ମୁଁ...
ସେ ଆବିଷ୍କୃତ କରିଛନ୍ତି ନୂଆ ଏକ ଲୀନାକୁ । ତା ଭିତରର ବ୍ୟାକୁଳ ଅନୁରାଗକୁ ! ତା ନିଷ୍କଳଙ୍କ ପ୍ରେମ ଓ ଜୀବନର ତ୍ୟାଗକୁ ! ରାତିବଢୁଥିଲା ଉଛୁଳା ନଈଟିଏ...
ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ...
ଏ ଯୁଗରେ ମର୍ଯ୍ୟାଦାବନ୍ତ ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ କାଠଗଡାକୁ ଟଣାଯାଏ ! ଈଶ୍ୱର ମଧ୍ୟ ଦୟାର ପାତ୍ର ଏଠି । କେବେକେବେ ତାଙ୍କ ଅସ୍ଥିତ୍ୱକୁ ନେଇ ତର୍କ ଓ ରକ୍ତପାତ...
ତାକୁ ତୁମସହିତ ଯାଇ ଦେଖିବା ଦିନୁଁ ଭୋକଶୋଷ ଆଉ ନାହିଁ ମଦନାଭାଇ ! ଅହରହ ତା ରୂପ ମୋ ଆଖିରେ ନାଚିଉଠୁଛି । କେଡେ ଲୋଭାଣୀଆ ଚେହେରା ସାଙ୍ଗକୁ କଷିବୟସ..ମନରୁ...
ୟା’ପରେ ଆଉ କ'ଣ ରଖିଛ ମୋ ଜୀବନରେ..କି ପ୍ରକାରର ବିଷ, ଯାହାକୁ ଖାଇଲେ ମୁଁ ତତ୍କ୍ଷଣାତ୍ ମରିପାରିବି ତ ? ତାହା ପୂର୍ବପରି ଭେଜାଲ ହୋଇନଥିବ !
ଏମିତି କାହିଁକି ହେଲା? କି ଭୁଲ୍ ରହିଯାଇଥିଲା ତାଙ୍କ ନିଷ୍ପତ୍ତିରେ । ସେ କଣ ମନିଷାକୁ ଚିହ୍ନିବା ଭୁଲ୍ କରିଦେଲେ ନା ସେ ନିଜେ ଭୁଲ୍ମଣିଷଟିଏ ପାଲଟିଗଲେ?
ସେ ଚାହେଁ ସମସ୍ତସୁଖର ପ୍ରାଚୁର୍ଯ୍ୟ । ଟଙ୍କାପଇସାଠାରୁ ଆରମ୍ଭ କରି ସ୍ନେହ ପ୍ରେମ, ଅନ୍ତହୀନ ଆଶା ଆକାଂକ୍ଷା, ସ୍ୱାଧୀନତା.. ସବୁକିଛିର ପ୍ରାଚୁର୍ଯ୍ୟ ! କୌଣସି ଅଭାବସହିତ ସେ ସାଲିସ୍କରି ବଞ୍ଚିବା...
ନିଜେ ସାନବାବୁ ତାକୁ ଡାକୁଛନ୍ତି ବେଳଅବେଳରେ । ସେ ତାଙ୍କ ବରାଦ ମୁତାବକ କୌଣସି ଜିନିଷ ଦେବାକୁ ବାହାରେ ଥାଇ କବାଟରେ ଆଘାତ କଲେ,ସେ କହୁଛନ୍ତି-ତୋତେ କଣ ରୁମଭିତରକୁ ଆସିବାକୁ...
ଖୁବ୍ କଷ୍ଟହେଉଛି ତଣ୍ଟିରେ, ଆଖିରେ, ହୃଦୟରେ..! ସତରେ ଭଲପାଇବା ପାପ ନା ପ୍ରତ୍ୟାଶା ରଖିବା ପାପ? ସେ କଣ ତା ଅଜାଣତରେ ସାନବାବୁଙ୍କଠାରୁ କିଛି ପ୍ରତ୍ୟାଶା କରିଥିଲା ?
ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି...
ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି...
ଏଇ ନୀଳଗୋଲାପର ବି ଭାରି ଭାଗ୍ୟ । ଖାସ୍ ତାରି ପାଇଁ ସାନବାବୁ ତାକୁ ନିଜ ମନ କଥା ସବୁ କହିଦେଲେ । ଆଜିଯାଏଁ ଏତେ କଥା କ'ଣ ସେ...
"ତୁ ଥିଲେ ମୋର ତା' ଚିନ୍ତା ନାହିଁ । ମୁଁ ଜାଣେ ତୁ ମୋ'ଠାରୁ ବି ମୋ ପୁଅର ଦାୟିତ୍ୱ ବେଶ୍ ଭଲ ଭାବରେ ନେଇପାରିବୁ ।" ଲୀନାକୁ ଏଇ...
ଲୀନା କିନ୍ତୁ ତା' ଧୂଳିଖେଳ ଭିତରେ ଆତ୍ମମଗ୍ନ ଥିଲା । ପାଠଶାଠ କ'ଣ ସେ ବୁଝୁନଥିଲା । ତାକୁ ଖାଲି ସାନବାବୁଙ୍କୁ ଦେଖିବାକୁ ଓ ତାଙ୍କ ସହିତ କଥା ହେବାକୁ...
ଗୋରା ତକତକ ଚେହେରା, ସୁଢ଼ଳ ମନୋହର ମୁହଁ, କୁନିକୁନି ଭଅଁର ପରି ଆଖି ଯୋଡ଼ିଏ, ପଦ୍ମକଢ଼ି ପରି ଅଙ୍ଗୁଳି ଓ ସର୍ବୋପରି ରାଜକୁମାର ଭଳି ପୁଅଟିକୁ ପାଇବା ପରେ ସେମାନଙ୍କ...
କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର...
ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା'ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ...
ସବୁ ସ୍ନେହଶ୍ରଦ୍ଧା ତୋର ବେକାର ହୋଇଯିବରେ ମାଆ । ତୁ ଅବାଟରେ ପାଦ ଦେଇ ନିଜ ପ୍ରତି ଅନ୍ୟାୟ କରନି । ତୋ ଭବିଷ୍ୟତ ପାଇଁ ଏସବୁ ଭଲ ନୁହଁରେ...
ଜାଣୁ ଜେଜେମା', ସାନବାବୁ ଆଜି ମୋତେ ଚାହିଁଲେ, ଆଉ ଟିକେ ହସିଲେ ବି । ଏତିକି କହୁ କହୁ ତା' ଆଖିରେ ହଜାରରେ ସ୍ୱପ୍ନ ବୁଣି ହୋଇଯାଇଥିବ ।
ଜୀବନଟା କେତେ ନିଜର ନିଜର । ଆଃ. . . ସ୍ୱପ୍ନ ଦେଖିବାକୁ ଆଉ ଟିକେ ବେଶୀ ସମୟ ମିଳନ୍ତାନି ! ନିଜ ଭିତରେ ଅନ୍ତହୀନ ମାନସାଙ୍କ କରିବାକୁ ଗୋଟେ...
ଆପଣଙ୍କ ମତାମତ