ନାଇଁମ ସରୁ । ତୁମେ ଟିକେ ବସ , ତୁମେ ପାଖରେ ବସିଲେ ନା ମୋ ମଲା ଦେହରେ ପୁଣି ଜୀବନ ପାଉଛି , ଲାଗୁଛି ସତେ ଯେମିତି କିଛି...
ତୁଣ୍ଡରେ ନ ଥାଏ ସରାଗ କଥା ମୁହଁ ଗରଗର ନାଲିଆ ଲଙ୍କା ।।
ଥରେ ମାତ୍ର ସ୍ନାନ କରାଇ ଦିଅ ମମତାର ଅସରାଏ ବର୍ଷାରେ
ତୁମେ କହିଥିଲ ଅପେକ୍ଷା କରିବ ନାଟକ ସରିବା ପାଇଁ ନାଟକ ସରିଲା ଜହ୍ନ ଲିଭିଗଲା ତୁମେ ତ ଫେରିଲ ନାହିଁ ।
ଆପଣଙ୍କ ପରି ଜଣେ ଦରିଦ୍ର ଯୁବକକୁ ପ୍ରେମ କରିବାକୁ ମୁଁ କାହିଁକି, କୌଣସି ଝିଅ ହୁଏତ ପସନ୍ଦ କରିବନି ।
ନାରୀ ଏଠି ଅସହାୟ ପୁରୁଷ ଫାନ୍ଦରେ ଦୈହିକ ସମ୍ପର୍କ ରଖି ଫସାଏ ଜାଲରେ ଦଗାଦେଇ ପୁରୁଷ ଯେ ନିର୍ମଳ ଚରିତ୍ର ରମଣ ବା ଦେହ ବନ୍ଧେ ନାହିଁ କିଛି ପାପ...
ଏମିତି ଭସାଇ ଦେଲ ଶେଷ ବେଳକୁ ହାତ କାତ ପାଏ ନାହିଁ ଯେଉଁ ଜଳକୁ କୂଳହରା କରି ମତେ କି' ଲାଭ ପାଇବ ସବୁ ହରି ନେଇ କିବା ଭାବ...
ବେଳେ ବେଳେ ଅଣ୍ଟା ପିଠିରେ ହାତ ଦେଇ ଚାପି ଦେଉଛନ୍ତି, ବୋଧ ହୁଏ ଯନ୍ତ୍ରଣା ହେଉଛି ଦେହ ସାରା । ମୁଁ ଆପାର୍ଟମେଣ୍ଟର ବାଲ୍କୋନିରେ ନିନିର୍ମେଶ ନୟନରେ ଚାହିଁଲି ବୃଦ୍ଧଙ୍କର...
ଅଜା ଆଈ ବାପା ମାଆ ବି ଝୁରନ୍ତି ତତେ ଦେଖିଥିଲେ ବୋଲି ତୋ ନିର୍ଜୀବ ଦେହ ଦେଖିଥିଲେ ସେ ତ ନ ପାରନ୍ତି ଧୈର୍ଯ୍ୟ ଧରି ବୁଝେଇ ଯାଆ ତୁ...
ଜୀବନ କେବେ କାର୍ତ୍ତିକ ଧର୍ମ ହୃଦୟ ଧୋଇ ଦିଏ, ଜୀବନ କେବେ ମାର୍ଗଶୀରର ପୁରାଣ ପଢୁ ଥାଏ ।
ଅକାଳେ ସକାଳେ ମନେ ପଡିଗଲେ ଟିକେ ପୁଣି ଡାକି ଦିଏ ତୁମେତ ଜାଣିଛ ଆହେ ଅନ୍ତର୍ଯ୍ୟାମୀ କାହିଁକି ଏମିତି ହୁଏ ।।
ମହ ମହ କିଆ ଫୁଲ ଫଗୁଣରେ ହେଲା ଭାବ ଆମର ମୁଁ ବାରମାସ ଉଜାଗର ।।
ସମସ୍ତେ ନୁହନ୍ତି ଏକା ପରି ନେତା କିଛିତ ଅଛନ୍ତି ଆଦର୍ଶବାଦୀ ଜନତାଙ୍କ ହିତେ ଦିନରାତି କାମ କରୁଥାନ୍ତି ପୁଣି ସେବକ ସାଜି ।।
ମହାଦେବଙ୍କର ଖାଇକି ଏମାନେ ସହଦେବଙ୍କର ଗାଆନ୍ତି ଗୁଣ
ସବୁ ମଣିଷକୁ ଭଲ ପାଇବାଟା ଯେମିତି ସହଜ ନୁହେଁ ସବୁ ପଥରକୁ ଦେବତା କରିବା ସେମିତି ସହଜ ନୁହେଁ ।।
ଦେଖ ମନ ଦୁଃଖ କରନା । ସେମାନେ ଆଜି ଆସିବେନି । ହଠାତ୍ କ'ଣ କାମ ପଡ଼ିଗଲା ବୋହୂର । ଏଇନେ ମୁଁ ଫୋନ୍ କରି ବୁଝିଲି ।
ମନର ସେ ନୀଳଢେଉ ବେଳା ଭୁଲିଯିବ ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ ସଜଡ଼ା ସ୍ନେହରେ କାଳେ ଲାଗିବ ଡହକ ।।
ଭଙ୍ଗା ଭଙ୍ଗା ମନ ତଳେ ବେଶିତ ଦରଦ ଫିକା ଫିକା ଆଶାରେତ ରଙ୍ଗର ବିଭବ ଜୁଆର ଭାଙ୍ଗେ ତ ନିତି ଛାତିର ଆବେଗ ।।
ମୋ' ପାଇଁ ପାଇଛ ଅନେକ ଯାତନା ସହିଛ ମୋ' ପାଇଁ ଅନେକ ଲାଞ୍ଛନା ଜାଣି ନ ଥିଲି ମୋ' ଅବିବେକ ପଣେ ଏତେ ଦୁଃଖ ଦେଇ ଦେବି
ଜୀବନଟା ମାନ ପତ୍ର କିଛି ମିଛ କିଛି ସତ୍ୟ ମୋର ଏ ଜୀବନ କେଉଁଥିରେ ଲେଖା ଜାଣେନା ମୁଁ ଗଣ୍ଡ ମୂର୍ଖ ।।
ସମୟ କହୁଛି କାଲି ବାଜି ବାଜିପାରେ ମୋ' ମରଣ ସାହାନଇ ସେଥିପାଇଁ ପ୍ରିୟା କହୁଛି ତୁମକୁ ଆସିବ ଆସିବ ବେଳ ଥାଇଁ ।।
ମୋ ଛାଇ ନ ହେଲେ ନାହିଁ ତୁମ ଛାଇ ହୋଇ ରହିବାକୁ ଟିକେ ମନ ଖୋଲି ଦିଅ କହି ଏଇ ଅନୁରୋଧ ତୁମ ପାଇଁ ।।
ସାରା ଦିନ ଖଟି ଖଟି ମିଳୁନି ସମୟ ଅଝଟିଆ ଭାରି ଏଇ ତମ ଗେହ୍ଲା ପୁଅ ଲେଖେଇ ଦଉନି ଜମା ଯେତେ ବି କହୁଛି ।।
ତମକୁ ଦେଖିଲେ ଏତେ ନିଜର ନିଜର ଲାଗ ହେଲେ ବି ଏ ମନକଥା କହିବାକୁ ଲାଗେ ଲାଜ ।।
ସଜ କରିଦିଅ ମୋର ପ୍ରିୟାକୁ ଲଳିତ ମଧୁର ଅଧରରେ ହସ ଭରି ନବବଧୂ ଅଙ୍ଗକୁ ।।
ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା ଯେତେ ଦିନ ଯାଏ ଥିବ ଯାହା ହେଉ ପଛେ ମଣିଷ ଅନ୍ତରେ ପ୍ରେମ ଗଙ୍ଗା ଝରୁଥିବ ।
ଆଜି ମୋ ପ୍ରିୟାର ପଣତ ଛାଇରେ ଗପିବି ବସି ମୁଁ ରାତି ଦିନ ।।
ଲାଭ ଥିଲେ କରି ନେବେ ଅତି ନିଜର ଯେମିତିକା କ୍ଷୀର ସାଥେ ଭାବ ନୀରର ଦଗା ଦେବେ ପୁଣି ଏମିତି ବେଳରେ ଶୁଖିବନି ଆଖି ଲୁହ ।
ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା ତୋର ନୀଳ କଇଁ ଆଖି ଦେଖୁଥିବ ରାତି ରାତି ପଣତର...
ମନ ହେଲା ଚୋରା ଚଇତି ଚହଲାଇ ଦେଲା ପୀରତି ତନୁରେ ତନୁରେ ବାସ ଭରି ଦେଲା ଫୁଲ ଛୁଆଁ କରି ସତେ ଯେମିତି ।।
ଆପଣଙ୍କ ମତାମତ