ଶ୍ରୀ ରମାକାନ୍ତ ମିଶ୍ର

ଶ୍ରୀ ରମାକାନ୍ତ ମିଶ୍ର

ଜନ୍ମ ୧୪ ଜାନୁଆରୀ ୧୯୪୭ । ଠିକଣା - ଭି - ଆଇ - ଏମ - ୨୬୮, ଶୈଳଶ୍ରୀ ବିହାର, ଭୁବନେଶ୍ଵର, ଓଡ଼ିଶା । ପଢା ପଢି ଜାମସେଦ ପୁରରେ । ଶିକ୍ଷା ଗତ ଯୋଗ୍ୟତା: ବିଏ (ଅନର୍ସ); ଏଲ.ଏଲ. ବି; ପି. ଜି. ଡି (ଏଚ. ଆର. ଏମ. ); ମେକନିକାଲ ଇଂଜିନିୟରିଂ; ପୋଷ୍ଟ ଡିପ୍ଲୋମା ଇନ ସେଫେଟି; ଏବଂ ଅନ୍ୟାନ୍ୟ । ଟାଟା କମ୍ପାନୀ ରେ ଚାକିରୀ. ବର୍ତ୍ତମାନ ଅବସର ପ୍ରାପ୍ତ । ଲେଖା ଲେଖିରେ ପିଲାଦିନରୁ ଆଗ୍ରହୀ । ଓଡିଆରେ ଅନେକ ଲେଖା ପୁର୍ବରୁ ପ୍ରକାଶିତ । ଇଂରାଜୀ ରେ ସୁରକ୍ଷା, ସ୍ୱାସ୍ଥ୍ୟ, ଏବଂ ପରିବେଶରେ ଲେଖକଙ୍କର ୬ ଟି ପୁସ୍ତକ ପ୍ରକାଶିତ । ଅବସର ପରେ ଲେଖା ଲେଖି ଏବଂ ପଢା ପଢି କରିବା ଦୈନିକ ଅଭ୍ୟାସ ।

Posts By ଶ୍ରୀ ରମାକାନ୍ତ ମିଶ୍ର

To Top